ଖାଦ୍ୟ ପ୍ରସ୍ତୁତି ବେଳେ କଦାପି ଅଧିକ ଜିରା ବ୍ୟବହାର କରନ୍ତୁ ନାହିଁ, ନଚେତ୍ ଶରୀରକୁ ହୋଇପାରେ ବଡ଼ କ୍ଷତି
ଜିରା ଏକ ଏମିତି ମସଲା, ଯାହା ଭାରତୀୟ କିଚେନ୍ରେ ବହୁତ ସହଜରେ ମିଳିଯାଏ। ଏହାକୁ ଖାଦ୍ୟରେ ଛୁଙ୍କ ଲଗାଇବା ପାଇଁ କରାଯାଇଥାଏ। ଜିରାର ସ୍ୱାଦ ବହୁତ ଭଲ ହୋଇଥାଏ। ଏହା ସାଧାରଣ ଭଜା, ତରକାରୀର ମଧ୍ୟ ଟେଷ୍ଟ ବଦଳାଇ ଦେଇଥାଏ। ଜିରା ସ୍ୱାଦ ବ୍ୟତୀତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ।…