Browsing Tag

cumin water

ପେଟର ଚର୍ବିକୁ ତୁରନ୍ତ କମ୍‌ କରିଥାଏ ଜିରା, ମାତ୍ର କିଛି ଦିନରେ ନିଶ୍ଚିତ ପାଇବେ ଫରକ

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି ଏକ ଖାସ୍‌ ଜିନିଷ ବିଷୟରେ ଯାହାକୁ ମାତ୍ର ଗୋଟିଏ ଚାମଚ ପ୍ରତିଦିନ ସେବନ କଲେ ଆପଣଙ୍କ ମୋଟାପଣ ଏକଦମ୍‌ କମିଯିବ। ଆଉ ପେଟରେ ଜମିଥିବା ଚର୍ବି ଏକଦମ୍‌ କମିଯିବ, ଆପଣ ପୂରା ସ୍ଲିମ ଟ୍ରିମ୍‌ ହୋଇଯିବେ। ଆଜ୍ଞା ହଁ, ଏହି ଜିନିଷ ଆପଣଙ୍କ ରୋଷେଇ ଘରେ ହିଁ…

ଚମକଦାର ତଥା ମଜଭୁତ କେଶ ପାଇଁ ବ୍ୟବହାର କରନ୍ତୁ ଜିରା ପାଣି, ଜାଣନ୍ତୁ ଏହାକୁ ତିଆରି କରିବା ସଠିକ୍‌ ପ୍ରଣାଳୀ

ଖାଇବାରେ ହେଉ କିମ୍ବା ଔଷଧ ଭାବେ, ଜିରା ପ୍ରାୟ ସବୁ କାମରେ ବ୍ୟବହାର ହୋଇଥାଏ। ଭାରତର ଏକ ପ୍ରମୁଖ ମସଲା ଭାବେ ପ୍ରତ୍ୟେକ ତରକାରୀ, ଭଜାରେ ମଧ୍ୟ ଜିରାକୁ ଲୋକେ ବ୍ୟବହାର କରିଥାନ୍ତି। କୁହାଯାଏ, ଯଦି ବ୍ୟଞ୍ଜନର ସ୍ୱାଦ ଭଲ ଲାଗୁନାହିଁ ତେବେ ଜିରା ଛୁଙ୍କ ଦେଇଦେଲେ ତାହା ସ୍ୱାଦିଷ୍ଟ ଲାଗେ। ମୋଟ…

ଖାଲି ପେଟରେ ପିଅନ୍ତୁ ଗୁଡ଼ ଆଉ ଜିରା ପାଣି, ଦେଖନ୍ତୁ ୫ଟି ଚମତ୍କାରୀ ଫାଇଦା

ଗୁଡ଼ ଆଉ ଜିରା, ଦୁଇଟିଯାକ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାର ଅଲଗା ଅଲଗା ଫାଇଦା ବିଷୟରେ ଆପଣ ନିଶ୍ଚିତ ଭାବେ ଶୁଣିଥିବେ। କିନ୍ତୁ ଆଜି ଆମେ ଗୁଡ଼ ଓ ଜିରା ପାଣିକୁ ଏକସଙ୍ଗେ ପିଇବାର ଲାଭ ବିଷୟରେ କହିବାକୁ ଯାଉଛୁ। ଆପଣ ଏହାକୁ ଖାଲି ପେଟରେ ସେବନ କଲେ, ଜାଣିପାରିବେ ଫରକ୍‌।…

ଆପଣଙ୍କ ଶରୀରରେ ଆଇରନର ଅଭାବ ରହିଛି କି ? ଖାଲି ପେଟରେ ପିଅନ୍ତୁ ଜିରା ପାଣି, ଚୁଟ୍‌କିରେ ଦୂର କରନ୍ତୁ ଅନେକ ରୋଗ

ଆମ ରୋଷେଇ ଘରେ ଜିରା ବହୁତ ସହଜରେ ମିଳିଯାଏ। ଏହାକୁ କେବଳ ଆମେ ତରକାରୀରେ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି, କେବଳ ଖାଦ୍ୟରେ ନୁହେଁ ବରଂ ଏଥିରେ ଥିବା ଔଷଧୀୟ ତତ୍ତ୍ୱ ଶରୀର ପାଇଁ ବହୁତ ଗୁଣକାରୀ ହୋଇଥିବା ବେଳେ ଏହାର ପାଣି ମଧ୍ୟ ଶରୀର ପାଇଁ ବେଶ ଉପକାରୀ। ଏହି ପାଣିକୁ ପିଇବା…