Browsing Tag

cumping oppration

ପଣ୍ଡ ହେଲା ମାଓବାଦୀଙ୍କ ଆକ୍ରମଣ ଯୋଜନା, କମ୍ବିଂ ଅପରେସନବେଳେ ମାଓ କ୍ୟାମ୍ପ ଠାବ

ନୂଆପଡା : ପଣ୍ଡ ହେଲା ମାଓବାଦୀଙ୍କ ଆକ୍ରମଣ ଯୋଜନା । କମ୍ବିଂ ଅପରେସନବେଳେ ମାଓ କ୍ୟାମ୍ପ ଠାବ। ଓଡିଶା- ଛତିଶଗଡ ସୀମାନ୍ତରେ ଦୁଇ ରାଜ୍ୟର ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି । ନୂଆପଡା ଜିଲ୍ଲା ଓ ଛତିଶଗଡ ଗରିଆବନ୍ଧ ଜିଲ୍ଲା ସୀମାନ୍ତରୁ ଗୋଟିଏ ଦେଶୀ…