ନକ୍ସଲ ଦମନ ନେଇ ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ବର(କେନ୍ଯୁଜ୍) : ନକ୍ସଲ ମୁକାବିଲା ଚିନ୍ତା । ନକ୍ସଲ ଦମନ ନେଇ ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଉଚ୍ଚସ୍ତରୀୟ ବୈଠକ । ଏକାଠି ହୋଇଛନ୍ତି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ପୋଲିସ ଡିଜି । ନକ୍ସଲ ଦମନ ନେଇ ଆଲୋଚନା କରାଯାଉଛି । ବୈଠକରେ ଆନ୍ଧ୍ର ପ୍ରଦେଶ ପୋଲିସ ଡିଜି ଆର୍. ପି. ଠାକୁର,…