ଆପଣଙ୍କ ପ୍ରିୟ ସେଲିବ୍ରିଟିଙ୍କ ଭଳି ଗୋରାପଣ ଚାହୁଁଛନ୍ତି କି ? ଲଗାନ୍ତୁ ଦହି ଓ ତେଜପତ୍ର ଫେସପ୍ଯାକ୍
ଆଜିକାଲିର ଯୁବତୀ ନିଜକୁ ସୁନ୍ଦର ରଖିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ବଜାରରେ ମିଳୁଥିବା ସମାଗ୍ରୀ ଠାରୁ ଆରମ୍ଭ କରି ଘରୋଇ ଉପାୟ ପର୍ଯ୍ଯନ୍ତ ସବୁକିଛି ଟ୍ରାଏ କରୁଛନ୍ତି। ମହଙ୍ଗା ମହଙ୍ଗା ପ୍ରସାଧନ ସାମଗ୍ରୀକୁ ବ୍ଯବହାର କରି ମଧ୍ୟ ଯଦି ବିଶେଷ କିଛି ଫଳାଫଳ ମିଳୁନାହିଁ, ତେବେ…