Browsing Tag

cured from corona

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଚଣ୍ଡିଗଡ଼ର ୟଶ୍‌, ଆସନ୍ତୁ ଶୁଣିବା ତାଙ୍କରି ମୁହଁରୁ ତାଙ୍କରି କଥା

ଚଣ୍ଡିଗଡ଼ : କରୋନାକୁ ଭୟ କର ନାହିଁ । ଏହି ଭାଇରସ୍‌କୁ କେବଳ ସାମାଜିକ ଦୂରତା ଦ୍ୱାରା ଦୂର କରି ହେବ । ଏକଥା ଗତ କିଛି ମାସ ହେଲା ଆମେ ଶୁଣି ଆସୁଛନ୍ତି । ତେଣୁ କରୋନା ଠାରୁ ଦୂରେଇ ରହିବା ଲାଗି ଚେଷ୍ଟା ବି କରୁଛୁ । ତଥାପି ମନରେ ସନ୍ଦେହ ରହୁଛି ଯେ ଏତେ ଭୟାନକ ଭାଇରସ୍‌ କିନ୍ତୁ ଔଷଧ କି…