Browsing Tag

curfew in bhadrak

ଭଦ୍ରକରେ ୨୪ ଘଣ୍ଟିଆ କର୍ଫ୍ୟୁ: ଶ୍ରମିକ ସ୍ପେଶାଲ ଟ୍ରେନ୍ ପହଞ୍ଚିବାକୁ ଥିବାରୁ ଷ୍ଟେସନ୍‌ର ୫ ଶହ ମିଟର ପରିସରରେ କଟକଣା…

ଭଦ୍ରକ: ଭଦ୍ରକରେ ୨୪ ଘଣ୍ଟିଆ କର୍ଫ୍ୟୁ । ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଭଦ୍ରକରେ ପହଞ୍ଚିବାକୁ ଥିବାରୁ କର୍ଫ୍ୟୁ ଜାରି କରାଯାଇଛି । ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ ରେଳ ଷ୍ଟେସନ୍‌ର ୫ ଶହ ମିଟର ପରିସରରେ କର୍ଫୁ ଲଗାଯାଇଛି । ଡଗରାସାହିରୁ ଗୁଣ୍ଠୁଣିଆ ବଜାର ଓ ରେଲେଓ୍ଵ ମାଲ…

ଭଦ୍ରକ ସାହସପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ୧୪ ଦିନ ପାଇଁ ବଢିଲା ଲକ୍ଷ୍ମୀଦାସପୁର ପଞ୍ଚାୟତର…

ଭଦ୍ରକ: ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ଜିଲ୍ଲାରେ ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ଜଣ ପଶ୍ଚିମବଙ୍ଗ ଫେରନ୍ତା । ଗତକାଲି ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବାସୁଦେବପୁର ଓ ଅନ୍ୟ ଜଣେ ଧାମନଗର ବ୍ଲକର । ସେମାନେ କୋଲକାତା…

ଭଦ୍ରକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି, ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟ୍‌ କରି ଦିଆଗଲା…

ଭଦ୍ରକ: ଭଦ୍ରକରେ ୧୨ ଘଣ୍ଟିଆ କର୍ଫ୍ୟୁ। ଜିଲ୍ଲା ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଛି। କର୍ଫ୍ୟୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ଏହି ସମୟରେ ଲୋକଙ୍କ ରାତିରେ ଯିବା ଆସିବା ମନା କରାଯାଇଛି।