ବିସ୍ମୟ ବାଳିକା ଗୁରସିନ୍, ଯିଏ କର୍ଷିଭ୍ ରାଇଟିଂରେ ହାସଲ କଲେ ଏସିଆ ବୁକ୍ ଅଫ୍ ରେକର୍ଡ
ଝାରସୁଗୁଡା(କେନ୍ୟୁଜ୍): ତୁଳସୀ ଦୁଇ ପତ୍ରରୁ ବାସେ ଅର୍ଥାତ୍ ଯଦି କାହା ପାଖରେ କୌଣସି କଳା ରହିଛି ତାହା ଆପେ ଆପେ ଲୋକଲୋଚନକୁ ଆସିଥାଏ । ଖାଲି ଏଥିପାଇଁ ନିଜ ଭିତରେ ଇଚ୍ଛା ଏବଂ ଆତ୍ମବିଶ୍ବାସ ଥିବା ଦରକାର । ତେବେ ଏମିତି ଏକ ପ୍ରତିଭାର ଅଧିକାରୀ ହେଉଛନ୍ତି ଝାରସୁଗୁଡାର ୪ବର୍ଷର ବିସ୍ମୟ…