ସୁନା ଉପରେ ୪.୨୫ ପ୍ରତିଶତ ପର୍ଯ୍ୟନ୍ତ କଷ୍ଟମ ଡ୍ୟୁଟି ବଢ଼ାଇଲେ ସରକାର, ପେଟ୍ରୋଲ ଓ ଡିଜେଲ ଉପରେ ବି ଅଧିକ ଦେବାକୁ ହେବ…
କେନ୍ଦ୍ର ସରକାରଙ୍କ ତରଫରୁ ଗୁରୁବାର ସୁନା ଉପରେ କଷ୍ଟମ ଡ୍ୟୁଟି ୪.୨୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସୁନା ଉପରେ କଷ୍ଟମ ଡ୍ୟୁଟି ୧୦
.୭୫ ପ୍ରତିଶତରୁ ବଢି ୧୫ ପ୍ରତିଶତରେ ପହଞ୍ଚିଛି । ଏହା ସହ ପେଟ୍ରୋଲ-ଡିଜେଲର କିଣାକିଣି ଉପରେ ଏକ୍ସସାଇଜ…