କଟକରେ ବଙ୍ଗୀୟ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିବା ମଣ୍ଡପ ଗୁଡିକରେ ମେଲାଣି ନେଇଛନ୍ତି ମାଆ
କଟକ(କେନ୍ଯୁଜ୍) : ଭାଇଚାରାର ସହର କଟକରେ ଧୁମ୍ଧାମ୍ରେ ଶେଷ ହୋଇଛି ମାଆ ଜଗତଜନନୀଙ୍କ ପୂଜା। ଏବେ ମେଲାଣି ସମୟ। ଗତକାଲି ରାତିରୁ ଐତିହାସିକ ସହର କଟକରେ ଆରମ୍ଭ ହୋଇଛି ଭସାଣ ଉତ୍ସବ। ବଙ୍ଗୀୟ ରିତିନୀତିରେ ପୂଜାର୍ଚ୍ଚନା କରାଯାଇଥିବା ମଣ୍ଡପ ଗୁଡିକରେ ଗତକାଲି ରାତିରୁ ଭସାଣ ଆରମ୍ଭ…