Browsing Tag

cuttack board office

ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ରୁ ଫର୍ମ ପୂରଣ, ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

କଟକ(କେନ୍ଯୁଜ୍): ମାଟ୍ରିକ ରେଜଲ୍ଟ ଦ୍ୱନ୍ଦ୍ୱ ଦୂର କଲା ବୋର୍ଡ। ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ରୁ ଫର୍ମ ପୂରଣ କରାଯିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ବିକଳ୍ପ ନାହିଁ। କେବଳ ଅଫ୍‌ଲାଇନ୍‌ ପରୀକ୍ଷାରେ ମାର୍କ ହିଁ ହେବ ଫାଇନାଲ୍‌। ସ୍କୁଲ ଅପଲୋଡ୍‌…