Browsing Tag

cuttack farmer

କଟକ ଚାଷୀଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପତ୍ର, ଚାଷୀମାନଙ୍କୁ ସହାୟତା ପାଇଁ ହେବେ ପୁରସ୍କୃତ

କଟକ : କଟକ ଚାଷୀଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପତ୍ର । ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବଡମ୍ବା ଵ୍ଲକ ମଙ୍ଗରାଜପୁର ଗାଁର ଚାଷୀ ଚୈତନ୍ୟ ମୁଦୁଲି । ଚାଷୀ ଚୈତନ୍ୟ ମୁଦୁଲିଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ  । କଟକ…