cuttack high court

ଶ୍ରୀମନ୍ଦିର ମରାମତି ମାମଲା, ଏଏସଆଇର ସତ୍ୟପାଠକୁ ଅଗ୍ରାହ୍ୟ କଲେ ହାଇକୋର୍ଟ

କଟକ (କେନ୍ୟୁଜ): ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ମାମଲା । ଜଗମୋହନ ମରାମତି ନେଇ ଏଏସଆଇ ଦ୍ଵାରା ଦାଖଲ ସତ୍ୟପାଠରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ। ପୂର୍ବରୁ ଦାଖଲ…

8 months ago

ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ, ବର୍ଷାଙ୍କୁ ନୋଟିସ୍ ଜାରି

କଟକ ( କେନ୍ୟୁଜ): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି…

8 months ago

ହାଇକୋର୍ଟ ବିଚାରପତିଙ୍କୁ ଅନୁଭବଙ୍କ ଚିଠି, ଫ୍ୟାମିଲି କୋର୍ଟ ବିଚାର ପ୍ରକ୍ରିୟାରେ ସ୍ବଚ୍ଛତା ରଖୁ ନଥିବା ଅଭିଯୋଗ

କଟକ (କେନ୍ୟୁଜ): ହାଇକୋର୍ଟ ବିଚାରପତିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଚିଠି । ଗତ ଜୁଲାଇ ୧୨ ତାରିଖରେ ଏହି ଚିଠି ଲେଖିଥିଲେ । ଯେଉଁଥିରେ କଟକ ଫ୍ୟାମିଲି…

9 months ago

ବୀରେନ୍ଦ୍ର ଲାକ୍ରାଙ୍କ ବଢ଼ିଲା ଅଡ଼ୁଆ: ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ: ହାଇକୋର୍ଟ

କଟକ (କେନ୍ୟୁଜ): ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବୀରେନ୍ଦ୍ର ଲାକ୍ରା ଜଣେ ଡ଼ିଏସପି ହୋଇଥିବାରୁ କ୍ରାଇମବ୍ରାଞ୍ଚର ଜଣେ…

12 months ago

ଏକାଧିକ ଜମି କିଣିବା ଉପରେ ଲାଗିଲା ରୋକ, ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ଲଟ ନେଇ ପାରିବେ: ହାଇକୋର୍ଟ

କଟକ (କେନ୍ୟୁଜ): ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଲେ ହାଇକୋର୍ଟ । ଜଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ…

1 year ago

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାକୁ ରଦ୍ଦ କଲେ ହାଇକୋର୍ଟ, ମାସକ ଭିତରେ ନୂଆ ତାଲିକା ଘୋଷଣା ପାଇଁ ନିର୍ଦ୍ଦେଶ

କଟକ (କେନ୍ୟୁଜ): ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଘୋଷଣା କରାଯାଇଥିବା ତାଲିକା ରଦ୍ଦ କରିଛନ୍ତି ହାଇକୋର୍ଟ । ଆସନ୍ତା ଏକ ମାସ ଭିତରେ ନିୟମାବଳୀ ଅନୁସାରେ…

1 year ago

ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସଂଶୋଧନ ମାମଲା: ହାଇକୋର୍ଟରେ ଜବାବ ଦାଖଲ ପାଇଁ ସମୟ ନେଲେ ରାଜ୍ୟ ସରକାର

ପୂରୀ(କେନ୍ୟୁଜ୍): ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନକୁ ବିରୋଧ କରି ଦାୟର ମାମଲାରେ ଜବାବ ଦାଖଲ କରିବା ପାଇଁ ସରକାର ସମୟ ନେଇଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର…

2 years ago

ଆଜି ଓଡିଶା ହାଇକୋର୍ଟରେ ଶପଥ ନେବେ ଦୁଇ ନୂଆ ବିଚାରପତି

କଟକ(କେନ୍ୟୁଜ): ଆଜି ଓଡିଶା ହାଇକୋର୍ଟରେ ଶପଥ ନେବେ ଦୁଇ ନୂଆ ବିଚାରପତି। ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭାଶିଷ ତଳପାତ୍ରାଙ୍କର ଗତ ମେ ୨୭ ତାରିଖରେ ଓଡିଶା…

2 years ago

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ମାମଲା: କେସ୍‌ ଡାଏରି ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ମାମଲାରେ ଗିରଫ ଅଭିଯୁକ୍ତ ଜଗନ ମହାପାତ୍ରଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି । ସରକାରଙ୍କୁ କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟ…

2 years ago

ଶ୍ରୀମନ୍ଦିର ଆଇନର ସଂଶୋଧନକୁ ବିରୋଧ କରି ଦାୟର ମାମଲା: ପ୍ରତିପକ୍ଷଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ପୁରୀ(କେନ୍ଯୁଜ୍): ଶ୍ରୀଜଗନ୍ନାଥ ମନ୍ଦିର ଆଇନର ସଂଶୋଧନକୁ ବିରୋଧ କରି ଦାୟର ମାମଲାରେ ପ୍ରତିପକ୍ଷଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର…

2 years ago

ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲା: ହାଇକୋର୍ଟରେ ଦାୟର ମାମଲାର ଶୁଣାଣି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ

ପୁରୀ(କେନ୍ଯୁଜ୍): ପୁରୀ ବଗଲା ଧର୍ମଶାଳା ଜମି ବିବାଦକୁ ନେଇ ହାଇକୋର୍ଟରେ ଡକ୍ଟର ସମ୍ବିତ ପାତ୍ର ଓ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରାଯାଇଛି…

2 years ago

୨୦୧୩ ମସିହାରେ ଯୁକ୍ତ ୨ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ଘଟଣା: ଜନସ୍ୱାର୍ଥ ଆବେଦନର ଶୁଣାଣିରେ ଅନ୍ତ ଘଟାଇଲେ ହାଇକୋର୍ଟ

କଟକ(କେନ୍ଯୁଜ୍): ୨୦୧୩ ମସିହାରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସଂପର୍କିତ ଜନସ୍ୱାର୍ଥ ମାମଲା । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ…

2 years ago