ମେୟର ସୁବାସ ସିଂହଙ୍କର ଫେସବୁକ ପେଜ ହ୍ୟାକ, ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା କଲେ ଅଭିଯୋଗ
କଟକ (କେନ୍ୟୁଜ): କଟକ ମହାନଗର ନିଗମ ମେୟର ସୁବାସ ସିଂହଙ୍କର ଅଫିସିଆଲ ଫେସବୁକ ପେଜ ହ୍ୟାକ ହୋଇଛି । ମେୟର ସୁବାଷ ଏନେଇ ସୂଚନା ଦେଇଛନ୍ତି । ହ୍ୟାକ କରି ଉଦ୍ଦେଶ୍ୟମୂଳକ ଭାବରେ ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା ଅଭିଯୋଗ ଆଣିଲେ ମେୟର।
ଏହାପରେ ସାଇବର କ୍ରାଇମର ଦ୍ୱାରସ୍ଥ ହେଲେ ସୁବାସ ସିଂହ।…