୫ ବର୍ଷ ପରେ କଟକ ଡବଲ ମର୍ଡର ଘଟଣା ପର୍ଦ୍ଧାଫାସ, ଚାକରାଣୀ ଦମ୍ପତି ଗିରଫ
କଟକ : କଟକ ବେଲେଶ୍ୱର ଡବଲ ମର୍ଡର ଘଟଣାରେ କମିଶନରେଟ ପୋଲିସ୍କୁ ସଫଳତା । ୫ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଧାଫାସ କରିଛି କମିଶନରେଟ ପୋଲିସ । ୨୦୧୯ ଡିସେମ୍ବର ୧୨ ସଂଧ୍ୟା । କଟକର ମଧୁପାଟଣା ଥାନା ବେଲେଶ୍ୱରରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ ।
ଘରେ ରହୁଥିବା ବୃଦ୍ଧ ଦମ୍ପତ୍ତି…