Browsing Tag

cuttack news

କଟକ ମୁକାମେଶ୍ୱର ଗାଁରୁ ନକଲି ଚା କାରଖାନା ଠାବ, ଜଣଙ୍କୁ ଅଟକ ରଖି ଚାଲିଛି ପଚରାଉଚରା

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର । ପୁଣି ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ । ବ୍ରାଣ୍ଡ ଅସଲି ଜନିଷ ନକଲି । ମୁକାମେଶ୍ୱର ଗାଁରୁ ଏକ ଚା ଗୋଦାମ ଠାବ ହୋଇଛି। ନକଲି କାରଖାନା ଚାଲୁଥିବା ଖବର ପାଇ କଟକ ସଦର ପୋଲିସ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ…

ପୁଣି ଭେଜାଲ ପୁଣି ରେଡ଼, ନକଲି ସସ ଫାକ୍ଟ୍ରିରେ ରେଡ଼ କଲା ପୋଲିସ

କଟକ କେନ୍ୟୁଜ) : ପୁଣି ଭେଜାଲ ପୁଣି ରେଡ଼। ନକଲି ସସ ଫାକ୍ଟ୍ରିରେ ରେଡ଼ କରିଛି ପୋଲିସ। ମଧୂପାଟଣା ଥାନା ପୋଲିସର ରେଡ଼ ପରେ ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ ହୋଇଛି। ସେମାନ୍ୟ ଏହି ସସରେ ବିଭିନ୍ନ ପ୍ରକାର ଅପମିଶ୍ରିତ କରୁଥିବା ସୂଚନା ମିଳିଛି।

ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ କରୁଥିଲେ ଆତ୍ମହତ୍ୟା, ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି

କଟକ : ଦୁନିଆରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏମିତି ହୋଇଥାଏ ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା ଟିକିଏ କଷ୍ଟ l ଅନେକ ସମୟରେ ଏମିତି ବି ଦେଖିବାକୁ ମିଳେ ଯେ ଏହି ସମ୍ପର୍କ ଏତେ ନିବିଡ଼ ହୋଇଯାଏ କି ଜଣେ ଆଉଜଣକୁ ଛାଡି ବଂଚିବା କଷ୍ଟ ହୋଇଯାଇଥାଏ l ପୂର୍ବରୁ ଏମିତି ଅନେକଥର ଦେଖିବାକୁ ମିଳିଛି…

ମାସ୍କ ଚେକିଂ ସମୟରେ ଲଙ୍କାକାଣ୍ଡ, ପୁଲିସ ଠେଙ୍ଗାରେ ମହିଳାଙ୍କ ଫାଟିଲା ମୁଣ୍ଡ

କଟକ (କେନ୍ୟୁଜ୍‌) : ପୋଲିସର ମାସ୍କ ଚେକିଂ ସମୟରେ ଖଣ୍ଡଯୁଦ୍ଧ। କଟକ ଜିଲ୍ଲା ଓଲଟପୁର ଥାନା ଅଧୀନ ଅଡ଼ଶପୁର ବଜାରରେ ପୁଲିସର ମାସ୍କ ଚେକିଂ ସମୟରେ ଲଙ୍କାକାଣ୍ଡ। ମାସ୍କ ଚେକିଂ ବେଳେ ଜଣେ ମହିଳାଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି…

କଟକ ଭୁବନେଶ୍ୱରରେ ୧୦ ଆଇଏଏସ ଓ ଆଇପିଏସଙ୍କ ଯାଞ୍ଚ: ବିଭିନ୍ନ ସ୍ଥାନରେ ଡ୍ରୋନ ସାହାଯ୍ୟରେ କରୁଛନ୍ତି ଚିତ୍ର ଉତ୍ତୋଳନ 

ଭୁବନେଶ୍ୱର: କଟକ ଓ  ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୦ ଆଇଏଏସ ଓ ଆଇପିସ ଅଫିସର ଅଚାନକ ଯାଞ୍ଚ କରିବା ଆରମ୍ଭ କରି ଦେଇଛନ୍ତି। ଅଫିସର ମାନେ ଯେଉଁଥିକୁ ଯାଉଛନ୍ତି ଡ୍ରୋନ ସାହାଯ୍ୟରେ ତାର ଚିତ୍ର ଉତ୍ତୋଳନ କରୁଛନ୍ତି। କଟକ ଓ ଭୁବନେଶ୍ୱର କରୋନା ସ୍ଥିତି ନେଇ ଅନୁଧ୍ୟାନ କରୁଛନ୍ତି ଏହି ଅଫିସର…

କଟକରେ ହେବ ଦୁର୍ଗାପୂଜା, ଛୋଟ ଆକୃତିର ମୂର୍ତ୍ତି ନିର୍ମାଣ କରିବାକୁ ଅପିଲ କଲା ମହାନଗର ଶାନ୍ତି କମିଟି

କଟକ: କଟକରେ ହେବ ଦୁର୍ଗାପୂଜା। ମଣ୍ଡପ ଗୁଡିକରେ ଜନଗହଳି, ସମାବେଶ ହୋଇପାରିବ ନାହିଁ । ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ମୂର୍ତ୍ତି, ଫଟୋ ବା ଘଟ ଏହି ତିନି ପ୍ରକାରରୁ ଗୋଟିଏ ବାଛିବାକୁ ପୂଜା କମିଟିକୁ କୁହାଯାଇଛି । ଛୋଟ ଆକୃତିର ମୂର୍ତ୍ତି ନିର୍ମାଣ କରିବାକୁ ଅପିଲ କରିଛି ମହାନଗର…

କରୋନା ପଜିଟିଭି ବାହାରିବା ପରେ ରାଜସ୍ୱ ପର୍ଷଦ ମୁଖ୍ୟ ଶାଖା ସମେତ ୩ଟି ଶାଖା କାର୍ଯ୍ୟାଳୟ ୩ ଦିନ ପାଇଁ ବନ୍ଦ

କଟକ (କେନ୍ୟୁଜ): ରାଜସ୍ୱ ପର୍ଷଦରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭି ଚିହ୍ନଟ ହେବା ପରେ ୩ଦିନ ପାଇଁ ବନ୍ଦ ହେଲା କାର୍ଯ୍ୟାଳୟ। ରାଜସ୍ୱ ପର୍ଷଦ ସଚିବଙ୍କ ନିର୍ଦ୍ଦେଶନୁଯାୟୀ ଆଗାମୀ ତିନି ଦିନ ଅର୍ଥାତ ଅଗଷ୍ଟ ୨୪ ,୨୫ ଓ ୨୬ ତାରିଖରେ ରାଜସ୍ୱ ପର୍ଷଦକୁ ବନ୍ଦ ରଖାଯାଇଛି ।…

କଟକ ହରିପୁର ରୋଡ ଅଞ୍ଚଳରେ ଏକ ଦୋକାନ ଘରେ ଅଗ୍ନିକାଣ୍ଡ, ଦୁଇଟି ଦୁଇ ଚକିଆ ଗାଡି ସହ ଅନେକ ପରିବାପତ୍ର ପୋଡି ନଷ୍ଟ

କଟକ: କଟକ ହରିପୁର ରୋଡ ଅଞ୍ଚଳରେ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ ଏକ ଦୋକାନ ଘରେ ଅଗ୍ନିକାଣ୍ଡ ଘଟିଛି । ଦୁଇଟି ଦୁଇ ଚକିଆ ଗାଡି ସହ ଅନେକ ପରିବାପତ୍ର ପୋଡି ନଷ୍ଟ ହୋଇଛି । ଅଗ୍ନିଶମ ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି…

କଟକ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

କଟକ: କଟକ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି । ଗତକାଲିଠାରୁ ପୁରୁଣା ରାଉସପାଟଣା କଣ୍ଟେନମେଣ୍ଟ ରହିଛି । ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ୨୭ ନମ୍ବର ଓ୍ଵାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ସିଏମ୍‌ସି ପକ୍ଷରୁ ଏପରି…

କଟକ ଡାଳିଯୋଡ଼ା ରେଞ୍ଜ ମହିଷାଲଣ୍ଡା ପଞ୍ଚାୟତରେ ହାତୀ ଆତଙ୍କ, ଘରେ ଥିବା ଚାଉଳ ବସ୍ତା ବୋହି ନେଇ ଖାଇବା ସହ ରଚିଲା…

କଟକ: ଜନବସତି ମୁହାଁ ଜଙ୍ଗଲୀ ହାତୀ । କଟକ ଜିଲ୍ଲା ଚୌଦ୍ୱାରର ଡାଳିଯୋଡ଼ା ରେଞ୍ଜ ମହିଷାଲଣ୍ଡା ପଞ୍ଚାୟତରେ ହାତୀ ଆତଙ୍କ । ମାଛପଙ୍ଗା, ଗହଁଣା ଆଦିିବାସୀ ବସ୍ତିରେ ଏକ ଦନ୍ତା ହାତୀ ପଶିଆସି ଘର ଭାଙ୍ଗି ଦେଇଛି । ଘରେ ଥିବା ଚାଉଳ ବସ୍ତା ବୋହି ନେଇ ଖାଇବା ସହ ଅନେକ ନଷ୍ଟ କରି ଗାଁରେ ତାଣ୍ଡବ…