କଟକ-ପାରାଦୀପ ରାସ୍ତାରେ ମଦ୍ୟପର ଉନ୍ମକ୍ତକାଣ୍ଡ, ଯାହାକୁ ଦେଖିଲା ଫାର୍ସା ଧରି ଗୋଡାଇଲା
ପାରାଦୀପ : ରାସ୍ତା ଉପରେ ମଦ୍ୟପଙ୍କ ଉନ୍ମକ୍ତକାଣ୍ଡ । ଯାହାକୁ ଦେଖିଲା ଫାର୍ସା ଧରି ଗୋଡାଇଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଳରାମପୁର ନିକଟସ୍ଥ କଟକ-ପାରାଦୀପ ରାସ୍ତାରେ । ଜଣେ ମଦ୍ୟପ ଯୁବକ ଗତକାଲି ସନ୍ଧ୍ୟାରେ ହଠାତ ଗୋଟିଏ ଫାର୍ସା ଧରି ଲୋକଙ୍କୁ…