Browsing Tag

cuttack rain

ଲଗାଣ ବର୍ଷାରେ ଉବୁଟୁବୁ ସିଲଭର ସିଟି କଟକ : ସ୍କୁଲ ଓ କଲେଜର କ୍ଲାସ ସସପେଣ୍ଡ

କଟକ (କେନ୍ୟୁଜ୍) : ଲଗାଣ ବର୍ଷାରେ ଉବୁଟୁବୁ ସିଲଭର ସିଟି କଟକ । ଅନେକ ଅଞ୍ଚଳ ଏବେ ପାଣି ଘେରରେ । ବିଶେଷକରି ସହରର ତଳି ଅଞ୍ଚଳରେ ପାଣି ଜମି ରହିଛି । ଗତକାଲି ରାତିରୁ ମୂଷଳ ଧାରାରେ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷାକୁ ଦେଖି ଆଜି ଦିନକ ପାଇଁ ପାଣି ଘେରରେ ଥିବା ସ୍କୁଲ ଓ କଲେଜର କ୍ଲାସ…

ପ୍ରବଳ ବର୍ଷାରେ କଟକ ସହର ଜଳବନ୍ଦୀ : ସମସ୍ତ ସ୍କୁଲକୁ ଛୁଟି ଘୋଷଣା

କଟକ : ପ୍ରବଳ ବର୍ଷାରେ କଟକ ସହର ଜଳବନ୍ଦୀ । ଗତକାଲିଠାରୁ ଲଗାଣ ବର୍ଷାରେ ସହରର ହାଲ୍ ବେହାଲ୍ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ବାଦାମବାଡ଼ି ବସଷ୍ଟାଣ୍ଟ ପରିସରରେ ପାଣି ଜମି ରହିଛି । ଗଳି କନ୍ଦିରେ ଲହଡି ମାଡୁଛି ବର୍ଷା ପାଣି । ନାଳ ନର୍ଦ୍ଦମାର ଆବର୍ଜନା ପାଣି ରାସ୍ତାରେ ପ୍ରବାହିତ…