Browsing Tag

Cuttack SCB Medical

କଟକ ଏସସିବି ଶିଶୁ ଅଦଳବଦଳ ଅଭିଯୋଗ, ଶିଶୁ ରୋଗ ବିଭାଗ ମୁଖ୍ୟଙ୍କୁ ରିପୋର୍ଟ ମାଗିଲେ ଅଧ୍ୟକ୍ଷ

କଟକ ଏସସିବି ଶିଶୁ ଅଦଳବଦଳ ଅଭିଯୋଗ  । ଏସ୍ଏନ୍ ସିୟୁରେ ଚିକିତ୍ସାଧୀନ ବେଳେ ବଦଳ ହୋଇଥିବା ଅଭିଯୋଗ ହୋଇଛି  । ନବଜାତ କନ୍ୟାକୁ ବଦଳ କରି କର୍ମଚାରୀମାନେ ଏକ ମୃତ ଶିଶୁ ଧରାଇ ଦେଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ  । ଏହି ଘଟଣାରେ ପ୍ରସୂତିଙ୍କ ପରିବାର ଲୋକେ ଏସ୍ ସିବି ଅଧ୍ୟକ୍ଷଙ୍କୁ…

ଏତେ ରାତିରେ କାହିଁକି ଛିଡା ହୋଇଛ ବୋଲି ପଚାରିବାରୁ ଛୁରାମାଡ଼

ଆଳି : ଦୁର୍ବୁତ୍ତଙ୍କ ଛୁରାମାଡ଼ରେ ୩ ଯୁବକ ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାହୁପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ଛୁରାମାଡ଼ରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।…

ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣା, ଦୋଷୀ ବିରୋଧରେ ରିପୋର୍ଟ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

କଟକ : ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ । ଡାକ୍ତର ଦିଲବାଗ ସିଂ ଗିରଫ ଘଟଣାରେ ପୋଲିସ କମିଶନର ଓ ପୋଲିସ ଡିଜିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । ପୁରା ଘଟଣାର ତଦନ୍ତ ଓ ଦୋଷୀ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି…

ଡାକ୍ତରୀ ଛାତ୍ରଛାତ୍ରୀ କରୁଛନ୍ତି ପଥପ୍ରାନ୍ତ ନାଟକ, ଅପରାଧୀଙ୍କୁ ଧରିବାକୁ କରୁଛନ୍ତି ଆନ୍ଦୋଳନ

କଟକ : ଚାଲିଛି ପଥପ୍ରାନ୍ତ ନାଟକ । ଆଉ ଅଭିନୟ କରୁଥିବା ପ୍ରତ୍ୟେକଟି ଚରିତ୍ର ହେଉଛନ୍ତି ଡାକ୍ତରୀ ଛାତ୍ର ଛାତ୍ରୀ । ହେଲେ ଏମାନେ ଏଭଳି ଭାବେ ପଥପ୍ରାନ୍ତ ନାଟକ କାହିଁକି କରୁଛନ୍ତି? ଆଜ୍ଞା କୋଲକାତାର ଏକ ହସ୍ପିଟାଲ୍ ରେ ଟ୍ରେନି ଡାକ୍ତରାଣୀଙ୍କ ସହ ଦୁଷ୍କର୍ମ ଓ ପରେ ତାଙ୍କ ଜୀବନ ନିଆଯିବା…

ଏସସିବି ମେଡିକାଲରେ ଗୋଟିଏ ମେସିନରେ ଚାଲିଛି ସିଟି ସ୍କାନ, ସିଟି ସ୍କାନ ମେସିନ ମରାମତି ପାଇଁ ସାଧାରଣରେ ଦାବି

କଟକ: ରାଜ୍ୟର ସର୍ବ ବୃହତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଏସସିବି ମେଡିକାଲରେ ସିଟି ସ୍କାନ ମେସିନ ଅଚଳ । ଏସସିବିରେ ଦୁଇଟି ସିଟି ସ୍କାନ ମେସିନ ବହୁ ଦିନ ହେବ ଅଚଳ ହେବା ଯୋଗୁଁ ଏସସିବିକୁ ଆସୁଥିବା ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସିଟି ସ୍କାନ ପାଇଁ ଏସସିବି କର୍କଟ…

ତୁଟିଲା ଏସ୍‌ସିବି ହାଉସ୍‌ ସର୍ଜନ-ନର୍ସିଂ ସଂଘ ବିବାଦ, ଆଜିଠୁ କାର୍ଯ୍ୟରେ ଯୋଗଦେବେ ହାଉସ ସର୍ଜନ

କଟକ : ତୁଟିଲା ବିବାଦ, କାର୍ଯ୍ୟରେ ଯୋଗଦେବେ ହାଉସ ସର୍ଜନ। ତୁଟିଲା SCB ମେଡିକାଲ କଲେଜରେ ନର୍ସିଂ ଷ୍ଟାଫ୍ ଓ ହାଉସ ସର୍ଜନ ବିବାଦ। ଆଜିଠୁ ସ୍ବାଭାବିକ ଭାବେ କାର୍ଯ୍ୟରେ ଯୋଗଦେବେ ହାଉସ ସର୍ଜନ । ସିଏମସି କମିଶନର ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ହାଉସ ସର୍ଜନ ଏହି ନିଷ୍ପତ୍ତି ନେଇଛନ୍ତି…

ଏସସିବିରେ ତେଜିଲା ଷ୍ଟାଫ ନର୍ସ ଓ ହାଉସ ସର୍ଜନଙ୍କ ବିବାଦ: କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ସେବା ନେଇ ଚିନ୍ତା

କଟକ : କଟକ ଏସସିବି ମେଡିକାଲ କଲେଜରେ ତେଜିଲା ଷ୍ଟାଫ ନର୍ସ ଓ ହାଉସ ସର୍ଜନଙ୍କ ବିବାଦ । ରୋଗୀ ସେବାରେ ବାଧା ଉପୁଜିବା ଆଶଙ୍କା । ଆଜି ଠାରୁ ଜରୁରୀ ଚିକିତ୍ସା ଛଡ଼ା ଅନ୍ୟ କୌଣସି କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ହାଉସ ସର୍ଜନ । ଏଭଳି ଚେତାବନୀ ଦେଇ ସାରିଛନ୍ତି । ଆନ୍ଦୋଳନ ସମୟରେ…

ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ: ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ିଛି କଟକ ଏସସିବି ମେଡିକାଲ

ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ିଛି କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ । କଟକ ଏସସିବି ବଡ଼ ମେଡିକାଲକୁ ମିଳିଲା ବଡ ସଫଳତା ପ୍ରଥମ ଥର ପାଇଁ କରାଗଲା ଲିଭର ଟ୍ରାନସପ୍ଲାଣ୍ଟ । ଏବେ ଲିଭର ଟ୍ରାନସପ୍ଲାଣ୍ଟ ପାଇଁ ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । ଏଣିକି…

ଏସସିବି ମେଡିକାଲ କଲେଜ ପରିସରରୁ ଦୁଇ ଦଲାଲ ଗିରଫ

କଟକ : ପୁଣି ଧରା ହେଲେ ଦୁଇ ଦଲାଲ। ଏସସିବି ମେଡିକାଲ କଲେଜ ପରିସରରୁ ଦୁଇ ଦଲାଲ ଗିରଫ। ଦୁଇ ଦଲାଲ ହେଲେ ଶିବ ମହାନ୍ତ ଓ ଆଶିଷ କୁମାର ରଥ। ମଙ୍ଗଳାବାଗ ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି। ଘରୋଇ ହସ୍ପିଟାଲକୁ ରୋଗୀ ଚାଲାଣ ଅଭିଯୋଗରେ ଗିରଫ କରିଛି ପୋଲିସ। ଉନ୍ନତମାନର ଚିକିତ୍ସା ଯୋଗାଇ…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଅସୁସ୍ଥ, କଟକ ଏସସିବିରେ ଭର୍ତ୍ତି

କଟକ : ଯାଜପୁର ଜିଲ୍ଲା ବଡ଼ଚଣାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଅସୁସ୍ଥ ଅଛନ୍ତି । କଟକ ଏସସିବି ମେଡିକାଲରେ ନିଉ ମେଡ଼ିସିନ ୱାର୍ଡର ଆଇ.ସି.ୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ସିଟି ସ୍କାନ କରାଯାଇ ଥିବା ବେଳେ ବ୍ରେନରେ ହାମରେଜ ରହିଛି । ବ୍ଲଡ଼ ପ୍ରେସର ଲୋ ଓ…

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ

କଟକ (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣାରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ପହଞ୍ଚିଛି । କଟକ ଏସସିବି ମେଡ଼ିକାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ସୋହେଲ ମନସୁର୍‌ । ତାଙ୍କ…

ପୁଣି ଇତିହାସ ରଚିଲା ଏସସିବି ମେଡିକାଲ: ସଫଳ ହେଲା କିଡନୀ ପ୍ରତିରୋପଣ

କଟକ (କେନ୍ୟୁଜ): ପୁଣି ଚିକିତ୍ସା ବିଜ୍ଞାନ ଜଗତରେ ଇତିହାସ ରଚିଲା ଏସସିବି ମେଡିକାଲ। ଏସସିବି ମେଡିକାଲରେ ମୃତ୍ୟୁ ବରଣ କରିଥିବା ଜଣେ ରୋଗୀଙ୍କ ୨ଟି କିଡ଼ନୀ ଆତ୍ମୀୟ ଦାନ କରିବା ପରେ ଏହି କିଡ଼ନୀ ଦୁଇ ଜଣ ରୋଗୀଙ୍କ ଶରୀର ରେ ପ୍ରତିରୋପଣ କରାଯାଇଛି। ଏହା ପୂର୍ବରୁ ଏସସିବି ୟୁରୋଲୋଜି…