ପାଣିରେ ନିଖୋଜ ଥିବା ଲୋକଙ୍କୁ ଖୋଜିବ ଭିକ୍ଟିମ୍ ଲୋକେସନ କ୍ୟାମେରା, ଅଗ୍ନିଶମ ବାହିନୀକୁ ମିଳିବ ସାହାଯ୍ୟ
କଟକ (କେନ୍ୟୁଜ୍):ପାଣିରେ କେହି ବୁଡ଼ିଗଲେ ତାକୁ ଉଦ୍ଧାର କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗେ । ଏହି ସମୟ ଭିତରେ ଯେ କେହି ବି ପାଣିରେ ବୁଡ଼ିଥାଏ ତା ଜୀବନ ଯାଏ । ପାଣିରେ ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜିବା ସହଜ ନୁହେଁ, କାରଣ ପାଣି ଭିତରେ କିଛି ବି ଦେଖାଯାଏ ନାହିଁ । କିନ୍ତୁ ଏବେ…