Browsing Tag

cuttack

ଟ୍ରକ୍ ଟର୍ମିନାଲ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଟକ (କେନ୍ୟୁଜ): କଟକ ଜଗତପୁର ଟ୍ରକ୍ ଟର୍ମିନାଲ ନିକଟରେ ମିଳିଲା ମହିଳାଙ୍କ ମୃତଦେହ। ମହିଳାଙ୍କ ବୟସ ୫୦ରୁ ଅଧିକ ହେବ ବୋଲି ଜଣାପଡିଛି । ମୃତ ମହିଳା ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତଣ୍ଟି ଚିପା ଯାଇ ଥିବା ଜଣାପଡିଛି। ଘଟଣା ସ୍ଥଳରେ…

କଟକରେ ଜିଏସଟି ଚଢ଼ଉ, ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍

କଟକ (କେନ୍ୟୁଜ): କଟକରେ ଜିଏସଟି ଚଢ଼ଉ। ଚାଉଳିଆଗଞ୍ଜ ଓ ଏମ୍ ପି ସାଇ ନଗରରେ ଚଢ଼ଉ। କଟକ ଲିଙ୍ଗରୋଡ୍ ସ୍ଥିତ ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ପକ୍ଷରୁ ରେଡ୍‌ ଚାଲିଛି । ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍ କରୁଛି ଜିଏସ୍‌ଟି । ଏକାଧିକ ଅନିୟମିତତାକୁ ନେଇ ଅଭିଯୋଗ ହୋଇଛି।…

ଦୁଇ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ, ୧୦ ହଜାର ଟଙ୍କା ଜରିମାନା

କଟକ(କେନ୍ୟୁଜ୍): କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଘଟିଥିବା ଦୁଇ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ସୁଶାନ୍ତ ବେହେରା ପକସୋ କୋର୍ଟ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଛି। ଦୋଷୀ ସୁଶାନ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ।…

ଖୁବଶ୍ରୀଘ୍ର OHRC ସଦସ୍ୟ ପଦ ପୂରଣ ହେବ: ହାଇକୋର୍ଟଙ୍କୁ ଅବଗତ କଲେ ସରକାରୀ ଓକିଲ

କଟକ(କେନ୍ୟୁଜ୍):ଓଡ଼ିଶା ରାଜ୍ୟ ମାନବାଧିକାର କମିସନରେ ସଦସ୍ୟ ପଦ ପୂରଣ ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ଆଜି ହୋଇଥିବା ବେଳେ ଖୁବଶ୍ରୀଘ୍ର ସଦସ୍ୟ ପଦ ପୂରଣ ହେବ ବୋଲି ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ସରକାରୀ ଓକିଲ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ଚଳିତ ସପ୍ତାହରେ ହାଇ ପାୱାର…

କଟକ ସବ ରେଜିଷ୍ଟ୍ରାର ଅଫିସରେ ନିଆଁଲାଗି ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ୩ ଆହତ

କଟକ (କେନ୍ୟୁଜ): କଟକ ସବ ରେଜିଷ୍ଟ୍ରାର ଅଫସିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର ୨ଟି ସିଲିଣ୍ଡର ଫାଟିଥିବା ସୂଚନା ରହିଛି । ନିଆଁରେ ହୁତୁହୁତୁ ହୋଇ ଜଳିଯାଇଛି ଆସବାବପତ୍ର । ଏହି ଅଗ୍ନିକାଣ୍ଡରେ ୩ ଜଣ ଆହତ ହୋଇଛନ୍ତିବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡ ଏତେ ବ୍ୟାପକ ଅଛି ଯେ ୨ ଟି ଦମକଳ…

ହାଇକୋର୍ଟ ପାଇଁ ବଡ଼ ପଦକ୍ଷେପ: ଗୋଟିଏ ସ୍ଥାନରେ ମିଳିିବ କୋର୍ଟ କଚେରୀର ପୁରୁଣା ଦସ୍ତାବିଜ୍‌

କଟକ(କେନ୍ୟୁଜ୍):ଶହେ ବର୍ଷ ପୁରୁଣା ଅଦାଲତି ମାମଲା, ନିର୍ଦ୍ଦେଶ ସମ୍ପର୍କରେ ଧାରଣା ନେଇ ପାରିବେ ଜନ ସାଧାରଣ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବିରୁଦ୍ଧରେ ଇଂରେଜ ସରକାର ରୁଜୁ କରିଥିବା ମାମଲାଠାରୁ ଆରମ୍ଭ କରି ଉତ୍କଳ ଗୌରବ ମଧୁସୂଦନ ଦାସ ଲଢ଼ିଥିବା ମାମଲାଗୁଡ଼ିକ ପର୍ଯ୍ୟନ୍ତ ସମସ୍ତ ମାମଲା…

ହାଇକୋର୍ଟ କର୍ମଚାରୀଙ୍କ ବାସଗୃହ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କଟକ (କେନ୍ୟୁଜ): ହାଇକୋର୍ଟ ସେଣ୍ଟର ଫର ଜୁଡିସିଆଲ ଆରକାଇଭସ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ । ଏହାସହ ହାଇକୋର୍ଟ କର୍ମଚାରୀଙ୍କ ବାସଗୃହ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ । ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି…

ୱେବ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ ପରେ ୫ ଦେହଜୀବୀଙ୍କ ସମେତ ଗ୍ରାହକ ଅଟକ

କଟକ (କେନ୍ୟୁଜ): ସିଲଭର ସିଟିରେ ଖୁଲମଖୁଲା ଚାଲିଛି ସେକ୍ସ ରାକେଟ । ୱେବ୍‌ ଚ୍ୟାନେଲ୍‌ ଆଳରେ ବେଧଡ଼କ ଚାଲିଛି କଳା କାରବାର । କମ୍‌ ବୟସର ଯୁବକଙ୍କୁ କରୁଥିଲେ ଟାର୍ଗେଟ । କମିଶନରେଟ ପୋଲିସ ଚଢ଼ାଉ କରି ଗ୍ରାହକ ଓ ଦଲାଲ ସମେତ ୫ ଦେହଜୀବୀଙ୍କୁ ଅଟକ ରଖି ତଦନ୍ତ କରୁଛି । ଆଜି ଅପରାହ୍ନରେ…

କଟକ ମହିଳା ଥାନାରେ ହାଜର ହେଲେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

କଟକ (କେନ୍ୟୁଜ): କଟକ ମହିଳା ଥାନାରେ ହାଜର ହେଲେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ପତ୍ନୀ ଶ୍ରୀୟା ମିଶ୍ର ଆଣିଥିବା ପାରିବାରିକ ବିବାଦ ମାମଲାରେ ସେ ହାଜର ହୋଇଛନ୍ତି । ପତ୍ନୀ ବି ଥାନାରେ ହାଜର ହେବେ । ଉଭୟଙ୍କୁ କାଉନସେଲିଂ କରିବ ପୋଲିସ । ଗତକାଲି ହ୍ୟୁମାନଙ୍କ ପତ୍ନୀ କଟକ…

ମକର ସଂକ୍ରାନ୍ତି ପାଇଁ କଟକ ପ୍ରଶାସନ ପକ୍ଷରୁ କଡ଼ା କଟକଣା, ମାଞ୍ଜା ଓ ନାଇଲନ ସୂତା ଉପରେ ଲାଗିଲା ବ୍ୟାନ

କଟକ(କେନ୍ୟୁଜ୍): ଆସନ୍ତା କାଲି ମକର ସଂକ୍ରାନ୍ତି। ମାଞ୍ଜା ଓ ନାଇଲନ ସୂତା ଉପରେ ବ୍ୟାନ କଲା କଟକ ଜିଲା ପ୍ରଶାସନ। ମାଞ୍ଜା ସୂତା ପ୍ରସ୍ତୁତି, ବିକ୍ରୀ, ଗଚ୍ଛିତ ଓ ଉଡ଼ାଇବା ଉପରେ କଟକଣା ଲଗାଇଲା ଜିଲା ପ୍ରଶାସନ। ଏ ନେଇ କଟକ ଜିଲ୍ଲାପାଳଙ୍କ ପକ୍ଷରୁ ଅଫିସ ନିର୍ଦ୍ଦେଶନାମା ଜାରି କରାଯାଇଛି।…

କୁଆଡ଼େ ଗଲେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ? ଜଙ୍ଗଲରୁ ମିଳିଲା ଗାଡ଼ି ଓ ହେଲମେଟ୍

କଟକ (କେନ୍ୟୁଜ): ରହସ୍ୟରେ ମହିଳା କ୍ରିକେଟ ଖେଳାଳି ନିଖୋଜ ଘଟଣା। ଓରନ୍ଦା ଜଙ୍ଗଲ ନିକଟରୁ ମିଳିଲା ସ୍କୁଟି ଓ ହେଲମେଟ୍‌ । ଗତ ୧୧ ତାରିଖ ସଂଧ୍ୟାରୁ ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ଖୋଜଖବର ନାହିଁ । ବାପାଙ୍କୁ ଔଷଧ ଦେବାକୁ କହି ସ୍କୁଟିରେ ପୁରୀ ଯାଉଛି ବୋଲି କହିଥିଲେ । ମଙ୍ଗଳବାଗ…

କଟକରୁ ମହିଳା କ୍ରିକେଟ ଖେଳାଳି ନିଖୋଜ: ମଙ୍ଗଳବାଗ ଥାନାରେ ଏତଲା ଦେଲେ ଟିମ କୋଚ୍‌

କଟକ (କେନ୍ୟୁଜ): କଟକରୁ ମହିଳା କ୍ରିକେଟ ଖେଳାଳି ନିଖୋଜ ଅଭିଯୋଗ । ମଙ୍ଗଳବାଗ ଥାନାରେ ମିସିଙ୍ଗ ରିପୋର୍ଟ କଲେ ଟିମର କୋଚ୍‌ । ଗତ ୧୧ ତାରିଖ ସଂଧ୍ୟାରୁ ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ଖୋଜଖବର ନାହିଁ । ବାପାଙ୍କୁ ଔଷଧ ଦେବାକୁ କହି ସ୍କୁଟିରେ ପୁରୀ ଯାଉଛି ବୋଲି କହିଥିଲେ । ଘଟଣାକୁ…