ପାଣିରେ ନିଶା ମିଶାଇ ଫଳ ବ୍ୟବସାୟୀଙ୍କୁ କରୁଛନ୍ତି ଟାର୍ଗେଟ, ଗୋଟିଏ ସପ୍ତାହ ମଧ୍ୟରେ ହେଲାଣି ଚାରିରୁ ଅଧିକ ଲୁଟ୍
କଟକ (କେନ୍ୟୁଜ୍): ସାବଧାନ କଟକ ସହରରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। ଗୋଟିଏ ସପ୍ତାହ ମଧ୍ୟରେ ଚାରିରୁ ଅଧିକ ଲୁଟ ହୋଇଛି । ରାତି ଅନ୍ଧକାର ଭିତରେ ନୁହେଁ, ଦିନ ଦ୍ଵିପହରରେ ଜନ ଗହଳିପୂର୍ଣ ଅଞ୍ଚଳରେ ପାଣିରେ ନିଶା ମିଶାଇ କରୁଛନ୍ତି ଲୁଟ୍ । ଆଉ ଆଶ୍ଚର୍ଯ୍ୟର କଥା ଲୁଟର ଶିକାର ସମସ୍ତ…