ସରକାରଙ୍କ କଟକଣାକୁ ବେଖାତିର, ଗୁଡ଼ି ସୂତା ଲାଗି ୨ବାଇକ ଆରୋହୀ ଆହତ
କଟକ (କେନ୍ୟୁଜ): ସରକାରଙ୍କ କଟକଣାକୁ ବେଖାତିର । ପୁଣି ଗୁଡ଼ି ସୂତା ଲାଗି ୨ ଆହତ । ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ଗୁଡ଼ି ସୂତା ଲାଗି ଦୁଇ ଯୁବକ ଆହତ ହୋଇଛନ୍ତି । ନିଆଳିରୁ କଟକ ଆସୁଥିବା ବେଳେ ଘଟିଛି ଏଭଳି ଅଘଟଣ । ଆହତ ଦୁଇ ଯୁବକ ନିଆଳି ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।…