Browsing Tag

cuttack

କିଟ ଓ କିସ ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ କଟକ ଜିଲ୍ଲା କଲରାବାଙ୍କ ଗାଁରେ ଉଦଘାଟିତ ହେଲା ନୂଆ…

କଟକ: କଟକ ଜିଲ୍ଲାର ଏକ ଆଦର୍ଶ ଗ୍ରାମ ଭାବେ ଜଣା କଲରାବାଙ୍କ ଗାଁରେ ନୂତନ ସବ୍‌ପୋଷ୍ଟ ଅଫିସ୍‌ ଉଦଘାଟିତ ହୋଇଛି। ଓଡ଼ିଶା ମୁଖ୍ୟ ଡାକପାଳ ସୁବାସ ଚନ୍ଦ୍ର ବର୍ମା ଏହାର ଉଦଘାଟନ କରିଛନ୍ତି। ଏହି ଡାକଘର ପ୍ରତିଷ୍ଠାରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅବଦାନ ଅତୁଳନୀୟ ରହିଛି | କେବଳ ତାଙ୍କରି…

ମଦ ହୋମ୍ ଡେଲିଭରୀ ପାଇଁ ହଁ ମାରିଲା କଟକ ମଦ ବ୍ୟବସାୟୀ ସଂଘ, ସୁରକ୍ଷା ଦାୟିତ୍ବରେ ରହିବେ ପୋଲିସ

କେନ୍ୟୁଜ୍ (ବ୍ୟୁରୋ): କଟକରେ କାଲିଠାରୁ ମଦର ହୋମ୍ ଡେଲିଭେରୀ ହେବ। ଏ ପ୍ରସଙ୍ଗରେ ଆଜି ଜିଲ୍ଲାପାଳ ବୈଠକ କରିଥିଲେ। ଅନ୍ ଲାଇନ୍‌ର ମଦବିକ୍ରୀ ସହ ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ଥା କରାଯିବ। କାଲି ସକାଳ ୭ରୁ ସଂଧ୍ୟା ୬ଯାଏ ଅନ୍ ଲାଇନ୍‌ରେ ମଦ ବିକ୍ରୀ ହେବ। କିନ୍ତୁ ଜୋମାଟୋ କିମ୍ବା ସ୍ୱିଗି…

ଭାଇଚାରାର ସହରରେ ଗରିବ ମୁସଲମାନ୍ ପରିବାରରେ ଖୁସି ବାଣ୍ଟିଲେ ହିନ୍ଦୁ ଭାଇ ଭଉଣୀ

କଟକ (କେ ନ୍ୟୁଜ୍‌) : ଆସନ୍ତାକାଲି ସାରା ଦେଶରେ ପାଳିତ ହେବ ଇଦ୍‌। ଏଥିପାଇଁ ସବୁଆଡେ ଚାଲିଛି ପ୍ରସ୍ତୁତି। ମୁସଲମାନ୍‌ଙ୍କ ପାଇଁ ସବୁଠାରୁ ବଡ଼ ଖୁସିର ପର୍ବ। ତେବେ ଗରିବ ମୁସଲିମ ପରିବାରରେ ଏଇ ଲକ୍ ଡାଉନ ଇଦ୍ ଖୁସିକୁ ଫିକା କରି ଦେଇଛି। ଦୁଇ ବେଳା ଖାଇବା ଯୋଗାଡ ଚିନ୍ତାରେ ଥିବା ଏଭଳି ଏକ…

ମା’ ନା ପିଶାଚିନୀ! ସାବତ ମା’ ମାଡ଼ରେ ୭ ବର୍ଷର ପୁଅ ଗୁରୁତର

ମା’ଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ଛୁଆକୁ ସୁରକ୍ଷିତ ରଖିବା ପାଇଁ ମା’ ସବୁ ପ୍ରକାରର କଷ୍ଟ ସହିବାକୁ ପ୍ରସ୍ତୁତ ଥାଏ। ଦୁନିଆର ସବୁ ଦୁଃଖକୁ ନିଜେ ସହି ଛୁଆକୁ ପ୍ରତିଟି ସୁଖ ଦେବାକୁ ଅହରହ ଚେଷ୍ଟା କରିଥାଏ ମା’। କିନ୍ତୁ ଏବେ ମା’ର ଏକ ଭୟଙ୍କର ରୂପ ଦେଖିବାକୁ ମିଳିଛି କଟକରେ।…

କଟକରେ ଗୁଜବ : ଦିନ ୨ଟା ସୁଦ୍ଧା ଦୋକାନ ବନ୍ଦ କର, ପୋଲିସ୍ କହିଲା….

କଟକରେ ମିଛ ଖବର । ଗୁଜବ ଯୋଗୁଁ ହଇରାଣ ହେଲେ ଲୋକେ । ଖବର ପ୍ରଚାର ହୋଇଥିଲା ଯେ ଆଜି ଦିନ ୨ଟା ସୁଦ୍ଧା ସବୁ ଦୋକାନ ବଜାର ବନ୍ଦ ରହିବ । ସେହି ଅନୁସାରେ ସମସ୍ତେ ବନ୍ଦ ବି କରି ଦେଲେ । ତେବେ ପରେ କଟକ କମିଶନରେଟ୍ ପୋଲିସ୍ ତରଫରୁ କୁହାଯାଇଛି ଯେ ସେମାନଙ୍କ ପକ୍ଷରୁ ଏଭଳି କିଛି ଘୋଷଣା କରାଯାଇ…

କଟକ : ଅନ୍‌ଲାଇନ୍‌ ପାଠପଢ଼ା ବେଳେ ଚାଲିଲା ଅଶ୍ଳୀଳ ଦୃଶ୍ୟ, ସ୍କୁଲ ତରଫରୁ ଥାନାରେ ଏତଲା

କଟକ (କେ ନ୍ୟୁଜ୍‌) : ଅନ୍‌ଲାଇନ୍‌ ପାଠ ପଢ଼ା ବେଳେ ଚାଲିଲା ଅଶ୍ଳୀଳ ଦୃଶ୍ୟ । ଏଭଳି ଘଟଣା ଘଟିଛି କଟକର ଏକ ଇଂଲିଶ୍‌ ମିଡିୟମ୍‌ ସ୍କୁଲରେ । ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟରେ ସ୍କୁଲ ସବୁ ବନ୍ଦ ରହିଛି । ତେଣୁ ସ୍କୁଲ କର୍ତ୍ତୃପକ୍ଷ ଘରେ ଥିବା ପିଲାମାନଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରୁଛନ୍ତି…

କରୋନା ଆତଙ୍କ ଥିବା ବେଳେ କଟକର ଏକ ଘରୋଇ ହସ୍ପିଟାଲରୁ ଆସିଲା ଖୁସି ଖବର, ବିରଳ ଅପରେସନରେ ଛିଡି ଯାଇଥିବା ହାତକୁ…

କେନ୍ୟୁଜ୍(ବ୍ୟୁରୋ): କରୋନା ପାଇଁ ସବୁ ସ୍ଥାନରେ ଆତଙ୍କ ଥିବା ବେଳେ କଟକର ଏକ ଘରୋଇ ହସପିଟାଲରେ ବାହୁ ଠାରୁ କଟିଯାଇଥିବା ହାତକୁ ଯୋଡା ଯାଇପାରିଛି । ୬ଜଣିଆ ଡାକ୍ତରୀ ଟିମ୍‌ ୩ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ୩୦ବର୍ଷିୟା…

କଟକବାସୀଙ୍କ ପାଇଁ ଖୁସି ଖବର,ଜନଗହଳି ଏଡାଇବା ପାଇଁ ସିଏମସି ଆରମ୍ଭ କଲା ହୋମ୍‌ ଡେଲିଭରି ସୁବିଧା

କଟକ(କେନ୍ୟୁଜ୍):କଟକବାସୀଙ୍କ ପାଇଁ ଖୁସି ଖବର । ଜନଗହଳି ଏଡାଇବା ପାଇଁ ସିଏମସି ତରଫରୁ ଅଭିନବ ପଦକ୍ଷେପ । ଆରମ୍ଭ ହୋଇଛି ଆବଶ୍ୟକୀୟ ଜିନିଷର ହୋମ୍‌ ଡେଲିଭରି ସୁବିଧା । ବିଗ ବଜାର, ରିଲାଏନ୍ସ ଫ୍ରେସ୍‌,ମେଟୋ ସୁପର ମାର୍କେଟ ଏଥିରେ ସାମିଲ ହୋଇଛନ୍ତି । ଏନେଇ କମିଶନର ଅନନ୍ୟା ଦାସ ସୂଚନା…

କଟକ ମାଲଗୋଦାମ ବଣିକ ସଂଘର ନିଷ୍ପତ୍ତି, ଏଣିକି ଦୁଇ ଭାଗରେ ବିଭକ୍ତ ହେବ ରିଟେଲ୍‌ ଓ ହୋଲ୍‌ସେଲିଂ  ସମୟ

କଟକ: କରୋନା ମୁକାବିଲା ପାଇଁ କଟକ ମାଲଗୋଦାମ ବଣିକ ସଂଘ ପକ୍ଷରୁ ବୈଠକ ଡକାଇ ବଡ ନିଷ୍ପତି ନେଇଛନ୍ତି । ବୈଠକରେ ବିଶେଷ ଭାବେ ଭିଡ଼ କମ୍‌ କରିବା ଉପରେ ଆଲୋଚନା ହୋଇଛି । ଆଲୋଚନାରେ ନିଷ୍ପତି ହୋଇଛିକି ଏଣିକି ରିଟେଲ୍‌ ଓ ହୋଲ୍‌ସେଲିଂ  ସମୟକୁ ଦୁଇ ଭାଗରେ ଭାଗ କରାଯିବ । ରିଟେଲ୍‌…

ହୋମ୍‌ କ୍ୱାରେଣ୍ଟାଇନ୍‌ ଉଲ୍ଲଂଘନ, ଭୁବନେଶ୍ୱରରେ ୨ ଜଣ ଓ କଟକରେ ଜଣଙ୍କ ନାଁରେ ମାମଲା ରୁଜୁକଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ):ହୋମ୍‌ କ୍ୱାରେଣ୍ଟାଇନ୍‌ ଉଲ୍ଲଂଘନ ଅଭିଯୋଗରେ ୩ ଜଣଙ୍କ ବିରୋଧରେ ମାମଲା । ଭୁବନେଶ୍ୱରରେ ୨ ଜଣ ଓ କଟକରେ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି । କଟକରେ ଜଣେ ଆମେରିକା ଫେରନ୍ତା ହୋମ୍‌ କ୍ୱାରେଣ୍ଟାଇନ ଗାଇଡଲାଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ବାହାରେ…

କଟକ: ଶିଶୁ ଭବନରୁ ନବଜାତ ଶିଶୁ ଉଦ୍ଧାର, ସିଡବ୍ଲୁସିକୁ ହସ୍ତାନ୍ତର କଲେ ଶିଶୁ ଭବନ କର୍ତ୍ତୃପକ୍ଷ

କଟକ(କେନ୍ୟୁଜ୍): ଶିଶୁ ଭବନରୁ ଉଦ୍ଧାର ହେଲା ନବଜାତ। ଚିକିତ୍ସା ପାଇଁ ନେଇଥିବା ବ୍ୟକ୍ତି ଜଣଙ୍କ କିଛି ସୂଚନା ଦେଇ ନପାରିବାରୁ ଶିଶୁ ତାଙ୍କର ନୁହେଁ ବୋଲି ଜଣାପଡ଼ିଥିଲା। ଶିଶୁ ଭବନ କର୍ତ୍ତୃପକ୍ଷ ସିଡବ୍ଲୁସିକୁ ଖବର ଦେଇଥିଲେ। ସିଡବ୍ଲୁସି ସଦସ୍ୟ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲେ। ଏକ…