Browsing Tag

cuttack

କଟକରେ ଏଲ୍‌ପିଜି ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ପରିବାରର ୩ ଆହତ

କଟକ (କେନ୍ୟୁଜ): କଟକ ପିଠାପୁର ତାରାଚାନ୍ଦପାଟଣା ଅଞ୍ଚଳରେ ଅଘଟଣ। ଏଲ୍‌ପିଜି ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ପରିବାରର ୩ ଆହତ। ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ଘରେ ଏଲପିଜି ଗ୍ୟାସ ଲିକ ହେବାରୁ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି।…

ଏସ୍‌ସିବିକୁ ମହିଳାଙ୍କ ମୃତ ଶରୀର ଦାନ କଲେ ପରିବାର ଲୋକେ ତେବେ ହୋଇ ପାରିଲାନି ଚକ୍ଷୁ ଦାନ

ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ତାରାମଣି ବେହେରାଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି । ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ମରଶରୀରକୁ କଟକ ବଡ଼ ମେଡିକାଲକୁ ଦାନ କରିଛନ୍ତି ପରିବାର ଲୋକେ । ତାରାମଣିଙ୍କ ମୃତ୍ୟୁ ପରେ ଦଧିଚି ବିମାନରେ ତାଙ୍କ ମରଶରୀରକୁ…

ଚୌଦ୍ବାରରେ ଚାଞ୍ଚଲ୍ୟ: ଶ୍ମଶାନରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

କଟକ(କେନ୍ୟୁଜ) : ଚୌଦ୍ବାରରେ ଚାଞ୍ଚଲ୍ୟ। ଶ୍ମଶାନରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ । ବିରାଟଗାଦି ନିକଟ ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଗତକାଲି ରାତି ୧୨ଟାରେ ଚୌଦ୍ବାର ପୋଲିସ ପାଟ୍ରୋଲିଂ କରୁଥିଲା…

ବିନ୍ଧାଣୀ ଗ୍ରାମର ମା ଲୋଭୀ ଠାକୁରାଣୀ, ବର୍ଷକୁ ଥରେ ମାତ୍ର ଖୋଲାଯାଇଥାଏ ଏହି ମନ୍ଦିର

କଟକ : ଡାକିଲେ ଓହଃ କୁହନ୍ତି ମା, ମାଙ୍କ କରୁଣାା ଅପାର । ନ କହିଲେ ନ ସରେ । ବର୍ଷ ବର୍ଷର ମାନସିକକୁ କ୍ଷଣକେ ପୂରଣ କରନ୍ତି ମା । ଭକ୍ତର ସମସ୍ତ ଦୁଃଖ ହରନ୍ତି । ସେଥିପାଇଁ ତ କାହିଁ କେତେ ଦୂରରୂ ଭକ୍ତ ଧାଇଁ ଆସନ୍ତି ଏଇ ଲୋଭୀ ଠାକୁରାଣୀ ମାଙ୍କ ପାଖକୁ । ବିଶ୍ୱାସ ରହିଛି ମାଙ୍କ ନିକଟରେ…

ଛାଡ଼ଖାଇ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ମଜା ଉଠାଇବେ ଲୋକେ

ଆଜି କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ଦୈବୀ ପୀଠରେ ସକାଳୁ ସକାଳୁ ଚାଲିଛି ପୂଜାର୍ଚ୍ଚନା ତା’ ସହ ଲୋକମାନେ ଭିନ୍ନ ଭିନ୍ନ ମନ୍ଦିର ପରିଦର୍ଶନ କରିଛନ୍ତି । ଏହା ସହ ଆଜି ଠାରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲି ଯାତ୍ରା । ଯାହା ଲୋକମାନଙ୍କ ପାଇଁ ବର୍ଷର ସବୁଠାରୁ ଆନନ୍ଦଦାୟକ ସମୟ…

ଆଜିଠୁ ଆରମ୍ଭ ଐତିହାସିକ କଟକ ବାଲିଯାତ୍ରା, ମୁଖ୍ୟ ଆକର୍ଷଣ ସାଜିବ ଅଣ୍ଡର ୱାଟର୍‌‌ ଫିସ୍‌‌ ଟନେଲ

କଟକ (କେନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା। ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିବ। ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ କରାଯାଇଛି…

ହାରିବ କ୍ୟାନ୍ସର ଜିତିବ ମଣିଷ, ଓଡିଶାରେ ପ୍ରଥମ ଥର ପାଇଁ ସ୍ଥାପନ ହେଲା ଶିଶୁ କର୍କଟ ରୋଗୀ ଆରୋଗ୍ୟ କ୍ଲବ

ହାରୁଛି କ୍ୟାନ୍ସର ଜିତୁଛି ମଣିଷ । ଆଉ କ୍ୟାନ୍ସର କୁ ଡରିବାର ନାହିଁ । ଠିକ ସମୟରେ ଚିକିତ୍ସା ପାଇଁ ଆଗେଇ ଆସିଲେ ଆମେ କ୍ୟାନ୍ସର ଭଳି ରୋଗରୁ ସୁସ୍ଥ ହୋଇପାରିବା । ଏମିତି କିଛି କହୁଥିଲେ କ୍ୟାନ୍ସର ରୋଗରୁ ଚିକିତ୍ସା ହୋଇ ସୁସ୍ଥ ହୋଇଥିବା ଛୋଟ ପିଲା ଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ।…

ସ୍ୟାଣ୍ଡ ଆର୍ଟ ଜରିଆରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ କଟକର ସୂର୍ଯ୍ୟ ନାରାୟଣ

ଆଜି କ୍ରିକେଟ ୱାର୍ଲଡ କପ ଫାଇନାଲ ମ୍ୟାଚ । ଏଥିପାଇଁ ଲୋକଙ୍କ କ୍ରେଜ କହିଲେ ନ ସରେ । ଆଜି ICC ୱାର୍ଲଡ କପ ୨୦୨୩ ଟ୍ରଫିର ବିଜେତା ନିର୍ଧାରିତ ହେବାକୁ ଯାଉଛି । ଏହି ମହା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯିବା ଏହି…

କେନାଲ ଭିତରକୁ ପଶିଗଲା କାର, ଡ୍ରାଇଭର ମୃତ

କଟକ (କେନ୍ୟୁଜ): କେନାଲ ଭିତରକୁ ପଶିଗଲା କାର। କଟକ କନ୍ଦରପୁର ଅଥଙ୍ଗା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକ କଟକ ସିଧେଶ୍ବରପୁରର ଦୀପକ ବେହେରା। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗାଡ଼ିଟି…

ନଦୀ ପଠାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ମାରି ଫିଙ୍ଗିଦେଇଥିବା ସନ୍ଦେହ

କଟକ (କେନ୍ୟୁଜ): ନିଖୋଜର ୪ ଦିନ ପରେ ମିଳିଲା ମୃତଦେହ । କଟକ କାଠଯୋଡି ନଦୀପଠାରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ପରେ ବଢ଼ିଲା ହତ୍ୟା ସନ୍ଦେହ । କେହି ହତ୍ୟା କରିବା ପରେ ମୃତଦେହକୁ ନଦୀ ପଠାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।ମୃତକ ହେଲେ କଲ୍ୟାଣ ନଗର ଅଞ୍ଚଳର ସଂଗ୍ରାମ ଜେନାଙ୍କ ପୁଅ…

ପ୍ରେମ କରି ଘର ଛାଡ଼ି ପଳାଇଲା ଝିଅ, ରାଗରେ ପରିବାର ଲୋକେ କରିଦେଲେ ଶୁଦ୍ଧିକ୍ରିୟା

ବଞ୍ଚିଥାଉ ଥାଉ ଝିଅ କୁ ମାରିଦେଲେ ପରିବାର ଲୋକେ। ଭଲ ପାଇ ଘର ଛାଡ଼ି ଭୁଲ କରିଛି କହି ବାପା ଝିଅ ର ଶୁଦ୍ଧିକ୍ରିୟା କରିଦେଲେ ।ଆଉ ଏସବୁ ପ୍ରେମ ପାଇଁ ହୋଇଛି। ପ୍ରେମ କରି ଏକାଠି ରହିବେ ବୋଲି ଭାବିଲେ l ଆଉ ସେଥିପାଇଁ ବାହା ହେବା ପାଇଁ ସ୍ବପ୍ନ ଦେଖିଲେ ।ସ୍ୱପ୍ନକୁ ପୁରା କରିବା ପାଇଁ ଘର…

ମହାନଦୀରେ ଭାସୁଛି ମୃତଦେହ, ପରିଚୟ ଅସ୍ପଷ୍ଟ

କଟକ (କେନ୍ୟୁଜ): ମହାନଦୀରେ ମୃତଦେହ। ଯୋବ୍ରା ବ୍ୟାରେଜ ନିକଟରେ ଭାସୁଛି ମୃତଦେହ। ମୃତକ ଜଣେ ପୁରୁଷ। ପରିଚୟ ଅସ୍ପଷ୍ଟ। ଘଟଣା ସ୍ଥଳରେ ଜଗତପୁର ଥାନା ପୋଲିସ। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ। ଗତକାଲି ଜଣେ ମହାନଦୀକୁ ଡେଇଁ ଥିବା ନେଇ ଜଗତପୁର ଥାନାରେ ଏତଲା ହୋଇଥିଲା।…