ଜାପାନ ଏୟାରଲାଇନ୍ସ ଉପରେ ସାଇବର ଆକ୍ରମଣ; ଉଡ଼ାଣ ବାତିଲ, ଟିକେଟ୍ ବିକ୍ରି ସ୍ଥଗିତ
ଜାପାନ ଏୟାରଲାଇନ୍ସ ଗୁରୁବାର ସକାଳୁ ସାଇବର ଆଟାକର ଶିକାର ହୋଇଛି । ଏହି କାରଣରୁ ବହୁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ପ୍ରଭାବିତ ହୋଇଛି । ପାଖାପାଖି ୧୪ଟି ଘରୋଇ ଉଡ଼ାଣରେ ୧ ଘଣ୍ଟା ବିଳମ୍ବ ଘଟିଛି । କିଛି ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇଛି । ସାଇବର ଆକ୍ରମଣ…