ସାଇବର ଅପରାଧୀଙ୍କର ନୂଆ ଧରଣର ଠକେଇ, ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ମିଳିବ ପ୍ରଚୁର ଅର୍ଥ ରାଶି
କଟକ : ସାଇବର ଅପରାଧୀଙ୍କର ଏକ ନୂଆ ଧରଣର ଗତି ବିଧି ସାମ୍ନାକୁ ଆସିଛି। ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ପ୍ରଚୁର ଅର୍ଥ ରାଶି ମିଳିବ କହି ଠକୁଛନ୍ତି ସାଇବର ଠକ । ଏଥିପାଇଁ ଫେସ୍ବୁକ୍ କୁ ଏକ ଭଲ ମାଧ୍ୟମ ଭାବରେ ବାଛିଛନ୍ତି ସାଇବର ଠକ। ବିହାର ନୱାଡ଼ା ଜିଲ୍ଲାରୁ ଏହି ଗ୍ୟାଙ୍ଗ କାମ…