Browsing Tag

cyber fraud

ପେଟ୍ରୋଲ ପମ୍ପରେ ସାଇବର ଠକ ଏଜେଣ୍ଟ, କ୍ୟାସ କନଭର୍ଟ ବେଳେ ଧରାପଡ଼ିଲା

ଭୁବନେଶ୍ୱର : ପେଟ୍ରୋଲ ପମ୍ପରେ ସାଇବର ଠକ ଏଜେଣ୍ଟ । ପଚାଶ ହଜାର ଟଙ୍କା ଉଠାଇବାକୁ ଚେଷ୍ଟା ବେଳେ ଧରିଲା ପୋଲିସ। ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ପେଟ୍ରୋଲ ପମ୍ପରେ କ୍ୟାସ କନଭର୍ଟ ବେଳେ ଧରାପଡ଼ିଲା । ଅନଲାଇନରୁ ଟଙ୍କା କ୍ୟାସ କନଭର୍ଟ ପାଇଁ କରୁଥିଲା ଉଦ୍ୟମ । ଅଭିଯୁକ୍ତ ସହ କାର ଜବତ…

ଅପରେସନ୍ ସାଇବର କବଚ, ୧୦ ସାଇବର ଠକ ଗିରଫ

ଭୁବନେଶ୍ୱର : ଅପରେସନ୍ ସାଇବର କବଚ । ୧୦ ଜଣ ସାଇବର ଠକ ଗିରଫ । ୩ଟି ସିଣ୍ଡିକେଟ୍ ନିଷ୍କ୍ରିୟ । ଭୁବନେଶ୍ୱର-କଟକ ସହରରେ ସକ୍ରିୟ ଥିବା ୩ଟି ସାଇବର ଅପରାଧ ନେଟୱର୍କକୁ ଚିହ୍ନଟ କରିଛି କମିଶନରେଟ୍ ପୋଲିସର ସାଇବର ଅପରାଧ ଶାଖା । ଠକେଇରେ ବ୍ୟବହୃତ ବେନାମୀ ବ୍ୟାଙ୍କ ଆକାଉଣ୍ଟକୁ ନିଷ୍କ୍ରିୟ…

୧୧୦ କୋଟି ଟଙ୍କାର ବଡ଼ ସାଇବର ଠକେଇ, ୨୦ ଗିରଫ

ଭୁବନେଶ୍ବର: ୧୧୦ କୋଟି ଟଙ୍କାର ବଡ଼ ସାଇବର ଠକେଇ, ୨୦ ଗିରଫ । ସମ୍ବଲପୁର ପୋଲିସ ହାତରେ ବଡ଼ ସାଇବର ଗ୍ୟାଙ୍ଗ । ମ୍ୟୁଲ୍ ଆକାଉଣ୍ଟ ମାମଲାରେ ବିଭିନ୍ନ ଥାନାରେ ୫୨ ଅଭିଯୁକ୍ତ ଅଟକ । ଅଟକଙ୍କ ମଧ୍ୟରୁ ୨୦ ଜଣଙ୍କୁ ଗିରଫ କରାଯାଇଛି । ଏବଂ ୩୨ ଜଣଙ୍କୁ ନୋଟିସ କରାଯାଇଛି । ୧୪୦ଟି ବ୍ୟାଙ୍କ…

ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ, ନିଜ ଘରେ ୩୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ ହୋଇଥିଲେ ଦମ୍ପତି

ଭୁବନେଶ୍ୱର : ଚାଲାକି କଲେ ବୋଲି ବଞ୍ଚିଗଲେ । ଆଧାରକାର୍ଡରେ ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହି ବରିଷ୍ଠ ନାଗରିକଙ୍କୁ ୩୫ ଘଣ୍ଟା ଡିଜିଟାଲ ଆରେଷ୍ଟ । ରାଜଧାନୀରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ନାଲକୋର ଅବସରପ୍ରାପ୍ତ ସେଫଟି ବିଭାଗର ମୁଖ୍ୟ ଥିଲେ ସରୋଜ କୁମାର ପଟ୍ଟନାୟକ ତାଙ୍କ ପତ୍ନୀ…

ସାବଧାନ ମୋବାଇଲ ୟୁଜର୍ସ ! ହ୍ବାଟ୍ସଆପରେ ଅଜଣା ଲିଙ୍କ୍ ଆସିଲେ କ୍ଲିକ୍ କରନ୍ତୁନି  

ବିଦ୍ୟୁତ୍ ବିଲ, ଆଧାର ସଂଶୋଧନ କିମ୍ବା ଆରଟିଓ ଚାଲାଣ ପାଇଁ ହ୍ବାଟ୍ସଆପ୍ ମାଧ୍ୟମରେ ମେସେଜ ଆସୁଛି କି । ଯଦି ଏମିତି କିଛି ମେସେଜ୍ ଆସୁଛି ସାବଧାନ ହୋଇଯାଆନ୍ତୁ । ଏହି ମେସେଜକୁ ଯାଇ ଲିଙ୍କ ଖୋଲିବା ପୂର୍ବରୁ ଭଲ ଭାବେ ଚିନ୍ତା କରି ନିଅନ୍ତୁ । କାରଣ ଆପଣ ହୋଇପାରନ୍ତି ସାଇବର ଫ୍ରଡର ଶିକାର ।…

୨୦ କୋଟି ଟଙ୍କାର ସାଇବର ଠକେଇ, ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ ଗିରଫ

ଭୁବନେଶ୍ବର : ୨୦କୋଟି ଟଙ୍କାର ସାଇବର ଠକେଇ ।  କମିଶନରେଟ ପୋଲିସକୁ ବଡ଼ ସଫଳତା ।  ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ଗିରଫ ।  ଏଥିରେ ବିହାରର ୭, କେରଳର ୪, ଓଡ଼ିଶାରୁ ଜଣେ ଗିରଫ ।  ସେମାନଙ୍କ ନିକଟରୁ ୩୦ କି ପ୍ୟାଡ ମୋବାଇଲ, ୩୦ ଆଣ୍ଡ୍ରଏଡ ମୋବାଇଲ ଏବଂ ଅନେକ ଗୁରୁତ୍ଵ ପୂର୍ଣ୍ଣ କାଗଜ ଜବତ ହୋଇଛି…

ସାଇବର ଠକେଇ ରୋକିବାକୁ ପାଟଣାଗଡ଼ରେ ଓଡିଶା ପୋଲିସର ଅଭିନବ ସଚେତନତା

ପାଟଣାଗଡ଼: ଦିନକୁ ଦିନ ବଢ଼ି ଚାଲୁଛି ସାଇବର ଠକେଇ । ବିଭିନ୍ନ ପ୍ରଲୋଭନ ସହିତ ଭୟଭୀତ କରି ଲୁଟି ନେଉଛନ୍ତି ଲୋକଙ୍କ କଷ୍ଟଉପାର୍ଜିତ ଟଙ୍କା । ଯାହାର ଗୋଟିଏ ମାତ୍ର ସମାଧାନ ର ରାସ୍ତା ଅଛି କେବଳ ସଚେତନତା । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଗଙ୍ଗାଧର ପାର୍କ ଠାରେ ଓଡିଶା ପୋଲିସ ଦ୍ୱାରା…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଟଙ୍କା କାରବାର, ସମୟ ଅନୁସାରେ ନିର୍ଦ୍ଧାରିତ ହୋଇଛି ଟଙ୍କା

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଟଙ୍କା ମାଗୁଛି ଏକ ୱେବସାଇଟ । ମହାପ୍ରଭୁଙ୍କ ଦର୍ଶନ ନାଁରେ ଲୋକଙ୍କୁ ଭ୍ରମିତ କରୁଛି ଇଣ୍ଡିଆ ଥ୍ରିଲସ ୱେବସାଇଟ । ବିଭିନ୍ନ ବର୍ଗର ଦର୍ଶନ ପାଇଁ ଏହି ୱେବସାଇଟରେ ରହିଛି ତଥ୍ୟ । ଦର୍ଶନ ସମୟ ଅନୁସାରେ ନିର୍ଦ୍ଧାରିତ ହୋଇଛି ଟଙ୍କା । ୫୦…

ଧରାପଡ଼ିଲେ ସାଇବର ଅପରାଧୀ ଗ୍ୟାଙ୍ଗ, ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ଲୁଟିଥିଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା

କଟକ: ଧରାପଡ଼ିଲେ ସାଇବର ଅପରାଧୀ ଗ୍ୟାଙ୍ଗ । ନିଜକୁ ଟ୍ରାଇ ଅଧିକାରୀର ପରିଚୟ ଦେଇ ଲୁଟୁଥିଲେ କୋଟି କୋଟି ଟଙ୍କା । ହେଲେ ପୋଲିସ ସାମ୍ନାକୁ ନେଇଆସିଲା ସବୁ ସତ । ଯାହାପରେ ଏବେ ପୋଲିସ କବଜାରେ ଅପରାଧୀ । ହଁ ଆଜ୍ଞା, ସେନାବାହିନୀର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡିଜିଟାଲ ଆରେଷ୍ଟ କରି…

ମେସେଜ୍ ସ୍କାମରୁ ବଞ୍ଚାଇବ BSNLର ନୂଆ ସେଫ୍ଟି ଫିଚର, ୟୁଜର୍ସଙ୍କୁ ମିଳିବ ଫାଇଦା

ସ୍ପାମ୍ ମେସେଜକୁ ନେଇ ମୋବାଇଲ ୟୁଜର୍ସମାନେ ସବୁବେଳେ ଚିନ୍ତାରେ ରହୁଛନ୍ତି । ବେଳେବେଳେ ଭୁଲବଶତଃ କୌଣସି ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କା ଆକାଉଣ୍ଟରୁ ଗାୟବ ହୋଇଯାଏ । ସାଇବର ଠକଙ୍କ ଜାଲରେ ଫସି ଯାଉଛନ୍ତି ସାଧାରଣ ଲୋକେ । ଲୋକଙ୍କ ଏହି ସମସ୍ୟାକୁ ଦୂର କରିବା…

ସାଇବର ଠକେଇର ଖୁଲାସା, ୨୦ଲକ୍ଷ ଟଙ୍କା ସହ ୪ ଗିରଫ

ସମ୍ବଲପୁର : ସମ୍ବଲପୁର ପୋଲିସ ଦ୍ୱାରା ଏକ ବଡ଼ ଧରଣର ସାଇବର ଠକେଇର ଖୁଲାସା ହୋଇଛି । ଏହି ଠକେଇ ଘଟଣାରେ ୪ ଗିରଫ । ଦୁଇ ଜଣ ସମ୍ବଲପୁରର ହୋଇଥିବା ବେଳେ ଜଣେ ଦେବଗଡ଼ ଓ ଅନ୍ୟ ଜଣେ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି ।ଏମାନଙ୍କ ନିକଟରୁ ପ୍ରାୟ ୨୦ଲକ୍ଷ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ…

କଲେଜ ପ୍ରିନ୍ସପାଲ ପରିଚୟ ଦେଲା ସାଇବର ଠକ, ଛାତ୍ରଙ୍କ ବାପା ଠାରୁ ଠକି ନେଲା ୨୩ ହଜାର ଟଙ୍କା

ଉମରକୋଟ: ଆଜି ତୁମ ପୁଅ ଆଡମିଶନର ଶେଷ ତାରିଖ । ଶୀଘ୍ର ଟଙ୍କା ପଠାନ୍ତୁ । ନହେଲେ ତୁମ ପୁଅର ଆଡମିଶନ ହେବନି । ମୁଁ ଆପଣଙ୍କୁ QR CODE ପଠଉଛି, ଫୋନ ପେ’ ରେ ଟଙ୍କା ପଠାଇବେ । ବାସ୍ ଏତିକି କହି ଫୋନ ରଖିଲେ ପ୍ରିନ୍ସିପାଲ । ଦର୍ଶକ ବନ୍ଧୁ ପ୍ରିନ୍ସିପାଲ ନୁହେଁ ପ୍ରିନ୍ସିପାଲ ନାଁରେ କଲ୍…