ପ୍ରି ଆକ୍ଟିଭେଟେଡ ସିମ୍ ରାକେଟ୍ର ପର୍ଦ୍ଦାଫାସ୍, ପୁରୀରୁ ୮ ଜଣଙ୍କୁ ବାନ୍ଧିଲା ସାଇବର ପୋଲିସ
କେନ୍ୟୁଜ୍(ବ୍ୟୁରୋ): ପ୍ରି ଆକ୍ଟିଭେଟେଡ ସିମ୍ ରାକେଟ୍ର ପର୍ଦ୍ଦାଫାସ୍ । ପୁରୀରୁ ୮ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ସେମାନଙ୍କ ନିକଟରୁ ୮ ଶହଟି ସିମ୍ ଜବତ ହୋଇଛି । ସେଥିମଧ୍ୟରୁ ୩୧୧ଟି ପ୍ରି ଆକ୍ଟିଭ୍ ସିମ୍ । ଏହାସହ ଅଭିଯୁକ୍ତଙ୍କ ଠାରୁ ୧୬ଟି ମୋବାଇଲ ସହ…