Browsing Tag

cyber security

ସାଇବର ସଚେତନ କାର୍ଯ୍ୟକ୍ରମରେ ସାମିଲ ହେବେ ଅଙ୍ଗନବାଡି କର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀ, ଗଡ଼ିବ ୩୪ଟି ସଚେତନତା ରଥ

କେନ୍ୟୁଜ୍(ବ୍ୟୁରୋ):  ସାଇବର ଲୁଟେରାଙ୍କ ଶିକାର ହେଲେ ୧୯୩୦କୁ କଲ୍ କରନ୍ତୁ । ଗୋଲ୍ଡେନ ଆୱାରରେ କଲ କଲେ ଟଙ୍କା ଫେରି ପାଇବାର ସମ୍ଭାବନା ଅଧିକ । ଗଡ଼ିବ ୩୪ଟି ସଚେତନତା ରଥ । ସାମିଲ ହେବେ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀ । ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର କାନ୍ଥରେ…

୫୨% ସାଇବର ଆଟାକ୍‌ ରେ USB ଡ୍ରାଇଭ୍‌ ର ହେଉଛି ଦୁର୍ବ୍ୟବହାର, ଜାଣନ୍ତୁ ଓ ନିଶ୍ଚିତ ସତର୍କ ରୁହନ୍ତୁ

ସାଇବର ଆଟାକ୍ ନେଇ ଆସିଛି ନୂଆ ତଥ୍ୟ । ଅଧାରୁ ଅଧିକ ସାଇବର କ୍ରାଇମ ମାମଲା ରିମୁଭେବଲ ଡ୍ରାଇଭ ବ୍ୟବହାରକୁ ନେଇ ଆସିଛି। । ରିପୋର୍ଟ ଅନୁସାରେ ପ୍ରତିବର୍ଷ ଏହି ମାମଲା ବୃଦ୍ଧି ପାଇବାରେ ଲାଗିଛି । ୨୦୨୧ ତୁଳନାରେ ୨୦୨୨ରେ ହୋଇଥିବା ଅଧିକାଂଶ ସାଇବର ଫ୍ରଡ ମାମଲାରେ ୟୁଏସବି ଡିଭାଇସର ବ୍ୟବହାର…

ଏବେ ହ୍ୟାକରଙ୍କଠାରୁ ସୁରକ୍ଷିତ ରହିବ ସରକାରୀ ତଥ୍ୟ, ଓଡ଼ିଶା ସରକାର ଆରମ୍ଭ କଲେ ନୂଆ ଅଭିଯାନ

ଭୁବନେଶ୍ୱର(କେନ୍ୟୁଜ୍‌): ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ନୂଆ ଅଧ୍ୟାୟ । ସାରା ବିଶ୍ୱ ଏବେ ସାଇବର ଅପରାଧୀଙ୍କ ପ୍ରତାଡ଼ନାର ଶିକାର ହେଉଥିବା ବେଳେ ସାଇବର ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ଅଭିଯାନ । ହ୍ୟାକରମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ…

ଭାରତରେ ଏବେ ସାଇବର ସୁରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା : ସର୍ଭେ

କରୋନା ମହାମାରୀ ପରେ 'ୱାର୍କ ଫ୍ରମ ହୋମ' ବୃଦ୍ଧି ପାଇଛି, ଯଦିଓ ସାଇବର ସୁରକ୍ଷା ସହ ଜଡିତ ଚ୍ୟାଲେଞ୍ଜ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଏହି କାରଣରୁ ସାଇବର ସୁରକ୍ଷା ବର୍ତ୍ତମାନ ଭାରତର ସର୍ବୋଚ୍ଚ କର୍ପୋରେଟ୍ ପ୍ରାଥମିକତା ପାଲଟିଛି । ଏକ ଅଧ୍ୟୟନରେ ଏହା କୁହାଯାଇଛି । ସିସ୍କୋର ସଦ୍ୟତମ…

Whatsapp ମାଧ୍ୟମରେ ବି ହ୍ୟାକ୍ ହୋଇପାରେ ଆପଣଙ୍କ ଆକାଉଣ୍ଟ, ଜାଣନ୍ତୁ ବଞ୍ଚିବାର ସହଜ ଟିପ୍‌ସ ଓ ଟ୍ରିକ୍ସ

ଫଟାଫଟ୍‌ ମେସେଜ୍‌ କରିବା ହେଉ କିମ୍ବା କୌଣସି ଭିଡିଓ ସେୟାର କରିବା ପାଇଁ, ହ୍ଵାଟ୍ସ ଆପ୍‌ଠାରୁ ଭଲ ଆପ୍‌ ଆଉ କିଛି ନାହିଁ। କିନ୍ତୁ ବେଳେବେଳେ ହ୍ଵାଟ୍ସ ଆପ୍‌ ଯୋଗୁ ଅନ୍‌ଲାଇନ୍‌ ଫ୍ରଡ୍‌ ବି ହେଉଥିବା ଅଭିଯୋଗ ଆସୁଛି। ଏହା ଦ୍ୱାରା କେହି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବା ଇ-ଓ୍ଵାଲେଟ୍‌…

ଇଣ୍ଟରନେଟରେ Coronavirus ସର୍ଚ୍ଚ କରିବା ପଡିପାରେ ମହଙ୍ଗା, ସାଇବର ସିକ୍ୟୁରିଟି ସହ ଗୁଗଲ ଜାରିକଲା ଆଲର୍ଟ

ଚୀନରେ ୧୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଛି କୋରନା ଭାଇରସ, ବର୍ତ୍ତମାନ ଭର୍ଚୁଆଲ ଦୁନିଆରେ ମଧ୍ୟ ଆସିସାରିଛି । ଆମେ ଏପରି ଏଥିପାଇଁ କହୁଛୁ କାରଣ ଗୁଗଲରେ କୋରନା ଭାଇରସ ବିଷୟରେ ସର୍ଚ୍ଚ କରିବା ଆପଣଙ୍କୁ ମହଙ୍ଗା ପଡିପାରେ । ଆଣ୍ଟିଭାଇରସ ପ୍ରସ୍ତୁତ କରୁଥିବା ଏବଂ ସାଇବର ସିକ୍ୟୁରିଟି…