କଲବଲ କରିବ ତାତି, ୪୦ ଡିଗ୍ରୀ ଡେଇଁବ ପାରଦ
ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କରିବ ତାତି । ରାଜ୍ୟରେ ଉପରମୁହାଁ ପାରଦ । ମାସ ଶେଷ ସୁଦ୍ଧା ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା । ଏପ୍ରିଲ ଆରମ୍ଭରୁ ଅସହ୍ୟ ହେବ ଗରମ । ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ । ସେହିପରି ରାତି ତାପମାତ୍ରା ମଧ୍ୟ ୨ରୁ ୩ ଦିନ ଡିଗ୍ରୀ ବଢ଼ିବ । ଏହାପରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଏବେ ଉପରମୁହାଁ ରହିଛି ପାରଦ।…
Read More...