ସାଇକିଲିଂ ଚାମ୍ପିୟନସିପ; ଅଭ୍ୟାସ ପାଇଁ ସୁବିଧା ସୁଯୋଗ ଯୋଗାଇ ଦେଇଛି କିଟ୍ : ବିଜେତା ଛାତ୍ରୀ
ରାଜ୍ୟ ସାଇକିଲିଂ ଆସୋସିଏସନ ଓ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ୩୯ତମ ରାଜ୍ୟ ସାଇକେଲିଂ ଚାମ୍ପିୟନସିପ୍ ଉଦଯାପିତ । ଉଭୟ ପୁରୁଷ ଓ ମହିଳା ବର୍ଗରେ ବାଜି ମାରିଛନ୍ତି ଭୁବନେଶ୍ୱର କିସ୍ ଛାତ୍ରଛାତ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୦ଜଣ ପ୍ରତିଯୋଗୀ ଏହି ଚାମ୍ପିୟନସିପରେ ଭାଗ…