Browsing Tag

cyclone affected people

ସହଯୋଗର ହାତ ବଢ଼ାଇଲା ଓଡ଼ିଶା ରାଇସ ମିଲର୍ସ ଆସୋସିଏସନ, ୬ହଜାର ବିପନ୍ନ ପରିବାରଙ୍କୁ ବାଣ୍ଟିଲା ରିଲିଫ ସାମଗ୍ରୀ

ଭଦ୍ରକ : ବାତ୍ୟା ପ୍ରଭାବିତ ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଛି ଓଡ଼ିଶା ରାଇସ ମିଲର୍ସ ଆସୋସିଏସନ । ବିପନ୍ନଙ୍କୁ ରିଲିଫ ଓ ସହାୟତା ଯୋଗାଇ ଦିଆଯାଉଛି । ଏଥିପାଇଁ ଭଦ୍ରକ ପି.ପି.ରାଇସ ମିଲ ପରିସରରେ ଏକ ସ୍ୱତନ୍ତ୍ର ରିଲିଫ ଯୋଗାଣ କେନ୍ଦ୍ର ଖୋଲାଯାଇଛି । ପ୍ରାୟ ୧୦ହଜାର ବିପନ୍ନଙ୍କୁ ରିଲିଫ…