Browsing Tag

cyclone bulbul

ବୁଲ୍‌ବୁଲ୍‌ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ବହିବା…

ଭୁବନେଶ୍ୱର : ବୁଲ୍‌ବୁଲ୍‌ ପ୍ରଭାବରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଛି। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା , ଜଗତସିଂହପୁରରେ…

ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ଆଗକୁ ବଢୁଛି ବାତ୍ୟା ବୁଲ୍‌ବୁଲ୍‌, ଆଜି ମଧ୍ୟରାତ୍ରିରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର : ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ଆଗକୁ ବଢୁଛି ବାତ୍ୟା ବୁଲ୍‌ବୁଲ୍‌। ଉତ୍ତର ପଶ୍ଚିମ ଦିଗରେ ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ଦେଇ ଉତ୍ତର ଆଡ଼କୁ ମୁହାଁଇଛି ବୁଲ୍‌ବୁଲ୍‌। ଘଣ୍ଟାକୁ ୭କିମି ବେଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଛି। ଆଜି ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ…

ବୁଲ୍‌ବୁଲ୍ ଆଶଙ୍କାରେ ପୁରୀ ସହରରେ ହାଇଆର୍ଲଟ ଜାରି, ଆବଶ୍ୟକ ହେଲେ ହବିଷ୍ୟାଳିଙ୍କୁ କରାଯାଇପାରେ ସ୍ଥାନାନ୍ତର

ପୁରୀ: ବୁଲ୍‌ବୁଲ୍ ଆଶଙ୍କାରେ ପୁରୀ ସହରରେ ହାଇଆର୍ଲଟ ଜାରି କରାଯିବା ସହ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଓ ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କରାଯାଇଛି। ଆବଶ୍ୟକ ହେଲେ ହବିଷ୍ୟାଳିଙ୍କୁ ସ୍ଥାନାନ୍ତର କରାଯାଇପାରେ। ଚାଷୀମାନଙ୍କୁ କ୍ଷେତରୁ ପାଚିଲା ଧାନ କାଟି ଆଣି…

ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ବୁଲ୍‌ବୁଲ୍‌, ୧୦ରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳରେ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ବର:ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ବୁଲ୍‌ବୁଲ୍‌। ଘଣ୍ଟା ପ୍ରତି ୧୦ କିମି ବେଗରେ ମାଡ଼ିଆସୁଛି । ପାରାଦୀପଠାରୁ ୩୫୦ କିମି ଦୂରରେ ରହିଛି । ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଛି ବୁଲ୍‌ବୁଲ୍‌। ପଶ୍ଚିମବଙ୍ଗର ସାଗର ଆଇସ୍‌ଲ୍ୟାଣ୍ଡର ଦକ୍ଷିଣରେ ୪୯୦ କିଲୋମିଟର ଦୂରରେ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜିଠାରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜିଠାରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷା ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକକୁ ୱେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ସବୁ ଜିଲ୍ଲା ଗୁଡିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଆସନ୍ତାକାଲିଠାରୁ ବାଲେଶ୍ୱର, ଭଦ୍ରକ,…

ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ‘ବୁଲବୁଲ’, ଘଣ୍ଟା ପ୍ରତି ୧୦ କିମି ବେଗରେ ମାଡ଼ିଆସୁଛି

ଭୁବନେଶ୍ବର: ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ‘ବୁଲବୁଲ’ । ଘଣ୍ଟା ପ୍ରତି ୧୦ କିମି ବେଗରେ ମାଡ଼ିଆସୁଛି । ପାରାଦୀପଠାରୁ ୩୯୦ କିମି ଦୂରରେ କେନ୍ଦ୍ରିଭୂତ ହୋଇଛି । ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଛି ବୁଲ୍‌ବୁଲ୍‌। ପଶ୍ଚିମବଙ୍ଗର ସାଗର ଦ୍ୱୀପ,ବାଂଲାଦେଶର ଖେପୁପାରା…

ସମ୍ଭାବ୍ୟ ବାତ୍ୟା ବୁଲବୁଲ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୈଠକ, ୯ ତାରିଖରେ ୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍):  ସମ୍ଭାବ୍ୟ ବାତ୍ୟା ବୁଲବୁଲ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୈଠକ । ୯ ତାରିଖରେ ୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିଶନର ଏହି ସୂଚନା ଦେଇଛନ୍ତି । ଖୋର୍ଧା, କଟକ, ପୁରୀ, କେନ୍ଦ୍ରାପଡା ଜଗତସିଂହପୁର, ବାଲେଶ୍ୱର,…

ବାତ୍ୟାର ରୂପ ନେଲା ବଙ୍ଗୋପସାରଗରରେ ସୃଷ୍ଟି ହୋଇଥିବା ଲଗୁଚାପ

ଭୁବନେଶ୍ବର: ବଙ୍ଗୋପସାରଗରରେ ସୃଷ୍ଟି ଲଗୁଚାପ ବାତ୍ୟାର ରୂପ ନେଲା । ସମୁଦ୍ର ମଧ୍ୟରେ ଘଣ୍ଟାକୁ ୫କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି। ଏହା ଏବେ ପାରାଦୀପ ଠାରୁ ୭୭୦କିମି ଦୂରରେ ରହିଛି। ଆଜି ରାତିରେ ଏହା ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇପାରେ। ଏବେ ପଶ୍ଚିମବଙ୍ଗ,ବାଂଲାଦେଶ…