Browsing Tag

cyclone Dana

ଆସନ୍ତା ୨୪ ତାରିଖରେ ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍

ଆସନ୍ତା ୨୪ ତାରିଖରେ ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍ । ୨୭ ତାରିଖ ଯାଏଁ ଓଡିଶାର ପ୍ରଭାବିତ ଜିଲ୍ଲା ଗୁଡିକ ବୁଲି ଦେଖିବେ । ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ…

ବାତ୍ୟା ଦାନାର ଆସିଲା ରିପୋର୍ଟ, ହୋଇଛି ଛଅ ଶହ କୋଟିର କ୍ଷୟକ୍ଷତି

ବାତ୍ୟା ଓ ବନ୍ୟାରେ ମୋଟାମୋଟି  ୬ଶହ କୋଟିର କ୍ଷୟକ୍ଷତି ଆକଳନ ହୋଇଛି ।  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ।  କେବଳ ପଞ୍ଚାୟତିରାଜ ବିଭାଗର କ୍ଷୟକ୍ଷତି ରିପୋର୍ଟ ଆସି ନାହିଁ । ବାକି ସମସ୍ତ ବିଭାଗର କ୍ଷୟକ୍ଷତି ରିପୋର୍ଟ ଆସିଛି । ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ଶହ କୋଟି…

ବାତ୍ୟା ଦାନା କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବ ବାଲେଶ୍ୱର ଜିଲ୍ଲା ପ୍ରଶାସନ

ଆଜି ସଂଧ୍ୟା ସୁଦ୍ଧା ବାତ୍ୟା ଦାନା କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବ ବାଲେଶ୍ୱର ଜିଲ୍ଲା ପ୍ରଶାସନ ।  ବାତ୍ୟା ପ୍ରଭାବରେ ଜିଲ୍ଲାର ୧୨ଟି ବ୍ଲକରୁ ୬ଟି ବ୍ଲକ ଅଧିକ ପ୍ରଭାବିତ ହୋଇଥିଲା ।  କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲା ପ୍ରଶାସନ ଗଠନ କରିଥିଲା ସ୍ୱତନ୍ତ୍ର ଟିମ୍ ।  ପ୍ରଭାବିତଙ୍କୁ ଭେଟି…

‘ଦାନା’କୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା : ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ଗାଁ

ଭୁବନେଶ୍ୱର : ରାଜ୍ୟରେ ବାତ୍ୟା ଓ ବନ୍ୟାରେ ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ଗାଁ ।  ଏହାସହ ୩୧ଟି ସହରାଞ୍ଚଳର ୪୨୬ ୱାର୍ଡ ପ୍ରଭାବିତ ହୋଇଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ବାତ୍ୟା ଓ ବନ୍ୟା ଯୋଗୁଁ ୧ ଲକ୍ଷ ୨୫ ହଜାର ୯୧ ହେକ୍ଟର ଜମିରେ ଫସଲ କ୍ଷତି ହୋଇଛି ।  ୫ ହଜାର ୮୩୯…

‘ଦାନା’ ବୁଡ଼ାଇଲା ଚାଷୀଙ୍କ ଦାନା, ଅଧା ହେକ୍ଟର ଚାଷ ଜମି ନଷ୍ଟ ହୋଇଥିଲେ ଚାଷୀଙ୍କୁ ୪୨ଶହ ଟଙ୍କା ସହାୟତା

ଭୁବନେଶ୍ୱର : ବାତ୍ୟା 'ଦାନା' ବୁଡ଼ାଇଲା ଚାଷୀଙ୍କ ଦାନା । ଧାନ ବିଲରେ ଫସଲ ବଦଳରେ ଲହଡ଼ି ଭାଙ୍ଗୁଛି ପାଣି। ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି । ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏକ ବୈଠକରେ ଫସଲ କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି । ପ୍ରାଥମିକ ଆକଳନ…

ବାତ୍ୟା ଦାନା ଭିତରେ ଜନ୍ମ ନେଲେ ଅନେକ ଛୁଆ, କାହାର ନାଁ ଦାନା ତ କାହାର ନାଁ ବାତ୍ୟା

ଯାଜପୁର ଟାଉନ : ଦାନା ଭିତରେ ମାଆ କୋଳକୁ ଆସିଲା ‘ବାତ୍ୟା’। ଏ ନାଁ ଶୁଣି ଆପଣ ବୋଧହୁଏ ଭାବୁଥିବେ ବାତ୍ୟା କି ନାଁ । ହେଲେ କହିବାକୁ ଚାହିଁବୁ ଯେ ନା, ଇଏ ସେହି ବାତ୍ୟା ନୁହେଁ, ଯିଏ ଭୟଙ୍କର ରୂପ ଧରି ନଷ୍ଟଭ୍ରଷ୍ଟ କରିବ। ଇଏ ହେଉଛି ଆମ କୁନିପୁଅ ‘ବାତ୍ୟା’। ଦାନାର କରାଳ ରୂପ ଭିତରେ…

ବାତ୍ୟା ଦାନା ଛଡାଇ ନେଲା ଘର, ବିପନ୍ନଙ୍କ ଅବସ୍ଥା କହିଲେ ନସରେ

ବାତ୍ୟା ଦାନା ଆସିଲା ହେଲେ ଦେଇଗଲା ଲୋକଙ୍କୁ ଦୁଃଖ । ବାତ୍ୟା ପ୍ରଭାବରେ ଅନେକ କଚ୍ଚା ଘର ଭାଙ୍ଗିଯାଇଥିବା ବେଳେ  ବିପନ୍ନଙ୍କ ଅବସ୍ଥା କହିଲେ ନସରେ । ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବହୁବନ୍ଦ ପଞ୍ଚାୟତରେ ଅନେକ କଚ୍ଚା ଘର ଭାଙ୍ଗିଯାଇଥିବା ବେଳେ ଅନେକଙ୍କ ଘରର କାନ୍ଥ ଭୁଶୁଡି ପଡିଛି ।…

ବାତ୍ୟା ପରେ ପ୍ରାଥମିକ ରିପୋର୍ଟ; ସର୍ବାଧିକ କ୍ଷତି ରାଜକନିକା, ଆଳି ଓ ମହାକାଳପଡ଼ାରେ ହୋଇଛି

ଭୁବନେଶ୍ଵର: ବାତ୍ୟା ଛଡାଇନେଲା ବର୍ଷକର ଦାନା ପାଣି । ବାତ୍ୟା ପରେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ୧ ଲକ୍ଷ ୭୫ହଜାର ଏକର ଫସଲ କ୍ଷୟକ୍ଷତି ହୋଇଛି। କେନ୍ଦ୍ରାପଡ଼ାରେ ୨୩ ହଜାର, ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର, ବାଲେଶ୍ବରରେ ୩୧୪୦ ହେକ୍ଟର , ମୟୂରଭଞ୍ଜରେ ୨୩୮୧ , ଯାଜପୁରରେ ୨୭୦୯ ହେକ୍ଟର ଓ…

କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି ୪ ଅଧିକାରୀ, କାମରେ ଖିଲାପ କଲେ କ୍ଷମା ନାହିଁ: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଦାନା ଏବେ ଦୁର୍ବଳ ହୋଇଛି । କିନ୍ତୁ ଲ୍ୟାଣ୍ଡ ଫଲ୍ ବେଳେ ତାଣ୍ଡବ କରିଥିଲା ଦାନା । ଏହାର ପ୍ରଭାବରେ କେଉଁଠି ଘର ଭାଙ୍ଗିଛି ତ ଆଉ କେଉଁଠି ବଡ଼ ବଡ଼ ଗଛ ଟଳି ପଡ଼ିଛି । ତଥାପି ଲାଗି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ,…

ଦାନା ପ୍ରଭାବରେ ରାଜନଗରରେ ବ୍ୟାପକ କ୍ଷତି: ଭାଙ୍ଗିଲା ଶହଶହ ଘର, ରାସ୍ତାରେ ପଡିଛି ଗଛ

ରାଜନଗର: ବାତ୍ୟା ଦାନା ପ୍ରଭାବରେ ରାଜନଗରରେ ବ୍ୟାପକ ପ୍ରଭାବ ପଡ଼ିଛି । ଘର ଦ୍ଵାର ଭାଙ୍ଗିଛି ,ଗଛ ଉପୁଡ଼ି ଯାଇଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ତା ସହ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଭିତରକନିକା ହବାଳି ଖଟିରେ ବାତ୍ୟା ଦାନା ଲ୍ୟାଣ୍ଡଫଲ୍ କରିବା ପରେ ସେଠାରେ ଥିବା କଟେଜ…

ଉତ୍ତର ଓଡିଶାରେ ଜାରି ରହିଛି ବର୍ଷା, ଆଜି ୫ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର : ବାତ୍ୟା ଦାନାର ପ୍ରଭାବରେ ଏବେବି ଉତ୍ତର ଓଡିଶାରେ ଜାରି ରହିଛି ବର୍ଷା । ବାତ୍ୟା ପ୍ରଭାବିତ ୫ ଜିଲ୍ଲାରେ ଆଜି ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର । ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ସାଙ୍ଗକୁ କୋହଲା ପବନ ମଧ୍ୟ ବହୁଛି ।  ପବନର ବେଗ ଘଣ୍ଟା…

ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି ପୁରୀ, ବାତ୍ୟା ଦାନା ଯୋଗୁ ଲକ୍ଷାଧିକ ଟଙ୍କାର କ୍ଷତି ସହିଲେ ବ୍ୟବସାୟୀ

ବାତ୍ୟା ଆସିଲେ ସମୁଦ୍ର ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡିକରେ ଏହାର ପ୍ରଭାବ ବେଶୀ ଦେଖା ଦେଇଥାଏ । ବିଭିନ୍ନ ସମୟରେ ବାତ୍ୟା ଯୋଗୁ ଉପକୂଳ ଜିଲ୍ଲା ଗୁଡିକରେ ଅନେକ କ୍ଷୟ କ୍ଷତି ହୁଏ । ବାତ୍ୟା ଯୋଗୁ କେବଳ ଧନ ଜୀବନ ନୁହେଁ ବରଂ ବିଭିନ୍ନ ରୋଜଗାର କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳେ…