Browsing Tag

Cyclone effected village

ବାତ୍ୟାକୁ ବିତିଛି ୪୫ ବର୍ଷ, ଆଜିବି ମନେପକାଇ କାନ୍ଦୁଛି ପୁରୁଣାବାନ୍ଧଗୋଡା ଗାଁ

କେନ୍ୟୁଜ୍‌(ବ୍ୟୁରୋ): ୧୯୭୮ ଏପ୍ରିଲ ୧୬ । ସମୟ ପାଖାପାଖି ଅପରାହ୍ନ ୪ଟା । ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗାଁ । ହଠାତ ଆକାଶରେ ଘୋଟି ଆସିଲା କଳା ବାଦଲ । ଧିରେ ଧିରେ ଘନୀଭୂତ ହୋଇ ଘୂର୍ଣ୍ଣିବାତ୍ୟାର ରୂପନେଲା । ନିମିଷକ ମଧ୍ୟରେ ଘୂର୍ଣ୍ଣିବାତ୍ୟା ପ୍ରଳୟଙ୍କରୀ ରୂପ…