Browsing Tag

cyclone fani

ଫନିକୁ ପୂରିଲା ୪ ବର୍ଷ, ମହାବାତ୍ୟା ପରେ ସବୁଠୁ ବଡ଼ ବାତ୍ୟା ଦେଖିଥିଲା ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ବାତ୍ୟାର ବସା ଘର ଓଡିଶା । ପ୍ରତିବର୍ଷ ପ୍ରାୟ କୌଣସି ନା କୌଣସି ବାତ୍ୟା ଆସି ପହଞ୍ଚିଯାଏ ଓଡିଶାରେ । ବିନା ଡାକରା ଅତିଥି ଯେପରି । ମାତ୍ର ୨୦୧୯ ମସିହା ମେ ୩ରେ ଆସିଥିବା ବାତ୍ୟା ଫନି ଥିଲା ବିରଳ ବାତ୍ୟା । ଓଡ଼ିଶାରେ ପ୍ରଳୟ ରଚିଥିବା ବାତ୍ୟା ଫନିକୁ ଆଜି ୪ ବର୍ଷ…

ବାତ୍ୟା ‘ଫନି’ରେ ସଫଳତା ସହ ମୁକାବିଲା କରିଥିଲା ଓଡ଼ିଶା: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍: ଫନି ବାତ୍ୟା କ୍ଷୟକ୍ଷତି ଓ ପୁନଃଉଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ ସମ୍ବନ୍ଧୀୟ ରିପୋର୍ଟ ଉନ୍ମୋଚିତ । ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉନ୍ମୋଚନ କରିଛନ୍ତି । ରିପୋର୍ଟ ଅନୁସାରେ ଫନିରେ ୨୪ ହଜାର ୧୭୬ କୋଟି ଟଙ୍କା କ୍ଷୟକ୍ଷତି ହୋଇଛି । ପୁନଃଉଦ୍ଧାର ପାଇଁ…

ଫନି ଯୋଗୁଁ ଶ୍ରୀ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାମ ଶେଷ ହୋଇଛି : ରିପୋର୍ଟ

ପୁରୀ : ଶ୍ରୀମନ୍ଦିର ମରାମତି ମାମଲାରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନ. କେ ମହାନ୍ତି କମିଶନ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଫନି ବାତ୍ୟା ଯୋଗୁଁ ଶ୍ରୀ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାମ ଶେଷ ହୋଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ଏନ. କେ ମହାନ୍ତି। ନାଟ୍ୟ ମଣ୍ଡପର…

ବାତ୍ୟାରେ ପୋଲିସ ବିଭାଗର ସଫଳ କାର୍ଯ୍ୟଧାରା, ଉନ୍ମୋଚିତ ହେଲା ଫନି ସଂପର୍କିତ ପ୍ରାମାଣିକ ଚିତ୍ର

ସଚିବାଳୟରେ ଉନ୍ମୋଚିତ ହୋଇଛି ଫନି ସଂପର୍କିତ ପ୍ରାମାଣିକ ଚିତ୍ର । ପ୍ରଳୟଙ୍କରୀ ବାତ୍ୟାରେ ପୋଲିସ ବିଭାଗର ସଫଳ କାର୍ଯ୍ୟଧାରା ସଂପର୍କରେ ଏଥିରେ ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରି ବାତ୍ୟା ଫନି ବେଳେ ପୋଲିସର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ବାତ୍ୟା…

SRC ପକ୍ଷରୁ ଫନି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ, ଜାଣନ୍ତୁ କେତେ ହୋଇଛି କ୍ଷତି

ଫନି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ରିପୋର୍ଟ ଅନୁସାରେ ପ୍ରଳୟଙ୍କାରି ବାତ୍ୟାରେ ୧୪ଟି ଜିଲ୍ଲାର ୨୦, ୩୬୭ ଗାଁ ପ୍ରଭାବିତ ହୋଇଛନ୍ତି । ଫନିରେ ୧ କୋଟି ୬୦ ଲକ୍ଷ ଲୋକ ଶୀକାର ହୋଇଛନ୍ତି । ୧ ଲକ୍ଷ ୮୮ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ୫ ଲକ୍ଷ…

ଫନିର ୧୮ ଦିନ ମଧ୍ୟ ଅନ୍ଧାର, ବିକ୍ଷୋଭ ସହ ରାସ୍ତାରୋକ

ବାତ୍ୟା ଫନିର ୧୮ ଦିନ ପରେ ବି ଅନ୍ଧାରରେ। ଗାଁକୁ ବିଦ୍ୟୁତ୍ ସଂଯୋଗ ଦାବିରେ ତାତିଲେ ଲୋକ। ବିକ୍ଷୋଭ ସହ ରାସ୍ତାରୋକ। ଗୋପ ତହସିଲ ଛକରେ ଗଛ ପକାଇ ରାସ୍ତା ଅବରୋଦ କରିଛନ୍ତି ୫ଟି ଗାଁର ଲୋକ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଅଟକି ରହିଛି। ପ୍ରବଳ ଖରାରେ ପିଲାଛୁଆ ଧରି…

ଫନି କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ : କୁକୁଡା ଚାଷୀ, ନଡ଼ିଆ ଚାଷୀ ଓ ୧୧ ପୌର ସଂସ୍ଥା…

ବାତ୍ୟା ଫନିରେ କ୍ଷତିଗ୍ରସ୍ତ କୁକୁଡା ଚାଷୀ, ନଡ଼ିଆ ଚାଷୀ ଓ ୧୧ଟି ପୌର ସଂସ୍ଥାର ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ । ନଡ଼ିଆ ଗଛ ପିଛା ୫୦୦ ଟଙ୍କା କ୍ଷତିପୂରଣ ଦିଆଯିବ । ସର୍ବାଧିକ ୨୫ଟି ନଡ଼ିଆ ଗଛ ପାଇଁ କ୍ଷତିପୂରଣ ମିଳିବ । ସେହିପରି କ୍ଷତିଗ୍ରସ୍ତ କୁକୁଡ଼ା…

କିଟ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ପକ୍ଷରୁ ୧ ଲକ୍ଷ ବିସ୍କୁଟ ପ୍ୟାକେଟ ଓ ୧ ଲକ୍ଷ ପାଣି ବୋତଲ ବଣ୍ଟନ

ଫନି ମହାବାତ୍ୟା ପାଇଁ କିଟ୍ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କାରାଯାଇଛି । କିଟ୍ ପକ୍ଷରୁ ୧ ଲକ୍ଷ ବିସ୍କୁଟ ପ୍ୟାକେଟ ଓ ୧ ଲକ୍ଷ ପାଣି ବୋତଲ ବାତ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ୧୧ଟି ଟ୍ରକରେ ଲଦାଯାଇ ପୁରୀ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ…

ଫନି ସହାୟତା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କଲେ ଗୀତା ମେହେଟ୍ଟା

ଭୁବନେଶ୍ବର : ରାଜ୍ୟରେ ବାତ୍ୟା ଫନି ସହାୟତା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସେ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି। ବାତ୍ୟା ପରେ ବିଭିନ୍ନ ବ୍ୟକ୍ତବିଶେଷ ଓ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ…

ଫନି ପରେ ପୁରୀକୁ ଛାଡ଼ି ଅନ୍ୟ ସ୍ଥାନରେ ୯୯ % ବ୍ୟାଙ୍କ କାର୍ଯ୍ୟକ୍ଷମ

ବାତ୍ୟା ପରେ ପୁରୀକୁ ଛାଡ଼ି ପ୍ରଭାବିତ ଅନ୍ୟ ସ୍ଥାନରେ ୯୯ ପ୍ରତିଶତ ବ୍ୟାଙ୍କ କାର୍ଯ୍ୟକ୍ଷମ ହେଲାଣି। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାଙ୍କ ସେବା କାର୍ଯ୍ୟକ୍ଷମ ହୋଇଥିବା ବେଳେ ପୁରୀରେ ସାମାନ୍ୟ ସମସ୍ୟା ରହିଛି। ବ୍ୟାଙ୍କଗୁଡ଼ିକ ଅଫଲାଇନ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାଜ୍ୟରେ…

ହଟିଲା ସସପେନ୍ସ,: ପୁରୀ ବାଲୁଖଣ୍ଡରେ ଚିତ୍ରା ହରିଣ ସୁରକ୍ଷିତ, କ୍ୟାମେରାରେ କଏଦ ହେଲା ଫଟୋ

ପୁରୀର ବାଲୁଖଣ୍ଡ ଅଭୟାରଣ୍ୟରୁ ଆସିଲା ଖୁସି ଖବର। ସୁରକ୍ଷିତ ଅଛନ୍ତି ଚିତ୍ରା ହରିଣ। ବାତ୍ୟା ପରେ ପ୍ରଥମ ଥର ସେମାନଙ୍କ ସନ୍ଧାନ ମିଳିଛି। କ୍ୟାମେରାରେ କଏଦ ହୋଇଛି ଚିତ୍ରା ହରିଣଙ୍କ ଫଟୋ। ଏହାସହ ବାତ୍ୟା ପରେ ହରିଣଙ୍କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ହୋଇଛି। କାରଣ ପୁରୀ…

ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ, ଶ୍ରୀହୀନ ଶ୍ରୀକ୍ଷେତ୍ରର ଶିରି ଫେରାଇ ଆଣିବାକୁ ଦେଲେ…

ବାତ୍ୟା ଫନି ପ୍ରଭାବିତ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବରେ ଗଢ଼ାଯିବ । ଆଜି ପୁରୀରେ କ୍ଷୟକ୍ଷତି ଓ ପୁନରୁଦ୍ଧାର ଅଗ୍ରଗତିର ସମୀକ୍ଷା ପରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ସହାୟତା ପ୍ୟାକେଜ ବି ଘୋଷଣା କରିଛନ୍ତି । ପ୍ରତି ପରିବାରକୁ ୧୦ଦିନରେ…