ଆଉ ୧୧୦ କି.ମି. ଦୂରରେ ଫନି
ଭୁବନେଶ୍ୱର (କେ ନ୍ୟୁଜ୍) : ପୁରୀ ଠାରୁ ଆଉ ୧୧୦ କିଲୋମିଟର ଦୂରରେ ରହିଛି ସାମୁଦ୍ରିକ ଝଡ଼ ଫନି । ଏହି ବାତ୍ୟା ଘଣ୍ଟା ପ୍ରତି ୧୩ କିଲୋମିର ବେଗରେ ସ୍ଥଳଭାଗ ଆଡ଼କୁ ମୁହାଁଇଛି । ଗୋପାଳପୁର ଠାରୁ ଏହି ବାତ୍ୟା ମାତ୍ର ୬୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି । ଏହାର ପ୍ରଭାବରେ ରାଜ୍ୟର…