ଫନି ବାତ୍ୟା ଟଙ୍କା ହଡ଼ପ କରି ୨ ଗିରଫ
ଫନି ବାତ୍ୟା ଟଙ୍କା ହଡ଼ପ କରି ୨ ଗିରଫ। ଜଣ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ପୂର୍ବତନ ବ୍ଯାଙ୍କ ମ୍ୟାନେଜର ସରୋଜ କାନ୍ତ ମହାପାତ୍ର ଓ ସହଯୋଗୀ ତଥା ଷଡ଼ଯନ୍ତ୍ରକାରୀ ଆଞ୍ଜେଲ ମିଶ୍ର ଗିରଫ। ଏମାନଙ୍କ ନାଁରେ…