ରାଜ୍ୟ ଆଉ ଟିକେ ପାଖେଇଲା ଫନି KNews Bureau May 3, 2019 0 ଏବେ ପୁରୀରୁ ୨୦୦ କିଲୋମିଟର ଦୂରରେ ଏବଂ ଗୋପାଳପୁରରୁ ୧୧୪ କିଲୋମିଟର ଦୂରରେ ରହିଛି ଫନି । ଶୁକ୍ରବାର ସକାଳ ୮ଟାରେ ପୁରୀରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ଅଧିକ ।