ଅତି ଭୀଷଣ ହେବ ବାତ୍ୟା, ୧୨ ତାରିଖରେ ହେବ ଗତିପଥ ପରିବର୍ତ୍ତନ
କେନ୍ୟୁଜ୍(ବ୍ୟୁରୋ): ଅତି ଭୀଷଣ ବାତ୍ୟା ହେବ । ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କାଲି ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା । ସମ୍ଭାବ୍ୟ ବାତ୍ୟା ନେଇ IMD DG ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି। ୧୦ ତାରିଖରେ ଅବପାତ ବାତ୍ୟା ରୁପ…