ଆଗାମୀ କିଛି ଘଣ୍ଟାରେ ପ୍ରବଳ ବର୍ଷା, ୬ ଜିଲ୍ଲା ସମେତ ଟ୍ଵିନ୍ସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ: SRC
ଭବନେଶ୍ବର(କେନ୍ଯୁଜ୍): ପ୍ରବଳ ବର୍ଷିବ । ଆଗାମୀ କିଛି ଘଣ୍ଟାରେ ପ୍ରବଳ ବର୍ଷା । ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ଜିଲ୍ଲା ସମେତ ଟ୍ଵିନ୍ସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକକୁ…