Browsing Tag

cyclone jawad update

ଆଗାମୀ କିଛି ଘଣ୍ଟାରେ ପ୍ରବଳ ବର୍ଷା, ୬ ଜିଲ୍ଲା ସମେତ ଟ୍ଵିନ୍‌ସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ: SRC

ଭବନେଶ୍ବର(କେନ୍ଯୁଜ୍): ପ୍ରବଳ ବର୍ଷିବ । ଆଗାମୀ କିଛି ଘଣ୍ଟାରେ ପ୍ରବଳ ବର୍ଷା । ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ଜିଲ୍ଲା ସମେତ ଟ୍ଵିନ୍‌ସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକକୁ…

ଓଡ଼ିଶା ଉପରୁ ଟଳିଛି ବାତ୍ୟା ଭୟ: ବର୍ଷା ଓ ପବନରେ ଭିତ୍ତିଭୂମି ନଷ୍ଟର ସମ୍ଭାବନା କମ୍‌, ଚାଷରେ ହେବ ଅଧିକ କ୍ଷତି

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶା ଉପରୁ ଟଳିଛି ବାତ୍ୟା ଭୟ । ଏଥିସହ ପ୍ରବଳ ବର୍ଷା ଆଶଙ୍କା କମିଛି । କୌଣସି ବି ଜିଲ୍ଲା ରେଡ୍‌ ୱାର୍ଣ୍ଣିଂରେ ନାହିଁ । ଆଜି ସକାଳ ଯାଏ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପୂର୍ବରୁ ରେଡ୍‌ ୱାର୍ଣ୍ଣିଂରେ ଥିବା ପୁରୀ ଓ ଜଗତସିଂହପୁର ଜିଲ୍ଲା…

ବାତ୍ୟା ‘ଜୱାଦ’ର ମୁକାବିଲା ପାଇଁ ପ୍ରସ୍ତୁତ ସବୁ ଜିଲ୍ଲା ପ୍ରଶାସନ: ମାଡ଼ି ଆସିବ ସମୁଦ୍ର ଉଠିବ ବଡ଼ ଜୁଆର, ଡାକବାଜି…

କେନ୍ଯୁଜ୍: ବାତ୍ୟା ଜଓ୍ଵାଦ ପ୍ରଭାବରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ ସମୁଦ୍ର ଜଳ। କେନ୍ଦ୍ରାପଡ଼ା ଟିକାୟତ ନଗରରେ ୨ କିମି ପର୍ଯ୍ୟନ୍ତ ସମୁଦ୍ର ଜୁଆର ମାଡ଼ି ଆସିବା ଆଶଙ୍କା ରହିଛି । ସେହିଭଳି ଜଗତସିଂହପୁର ଜିଲ୍ଲା ମୁଷାଡ଼ିଆ ଅଞ୍ଚଳରେ ମଧ୍ୟ ୨ କିମିରୁ ଅଧିକ ସମୁଦ୍ର ଜଳ ମାଡ଼ି ଆସିବ। ପୁରୀ…

କଟକ ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା! ଟ୍ବିନ୍ ସିଟି ପାଇଁ ଆଜି ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କଲା IMD

ଭୁବନେଶ୍ବର(କେନ୍ଯୁଜ୍): ଟୁଇନ ସିଟି ପାଇଁ ଆଜି ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । IMD ଜାରି କଲା ଅରେଞ୍ଜ ଓ୍ଵାର୍ଣ୍ଣିଂ । କଟକ ଭୁବନେଶ୍ୱରରେ ଅଧିକରୁ ଅତି ଅଧିକ ବର୍ଷା ଆଜି ହୋଇପାରେ । ଟୁଇନସିଟିରେ ପାଣି ଜମିପାରେ । କଟକ ଓ ଭୁବନେଶ୍ୱରରେ ଆଜି ଟ୍ରାଫିକ ସମସ୍ୟା ଦେଖାଦେଇପାରେ । ୬୦ରୁ…

ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା, ୪ ସନ୍ଧ୍ୟାରୁ ୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା: SRC

ପୁରୀ(କେନ୍ଯୁଜ୍): ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସ୍ଥଳଭାଗ ନ ଛୁଇଁଲେ ଓଡ଼ିଶା ଉପକୂଳ ଦେଇ ଯାଇପାରେ ବାତ୍ୟା। ସ୍ଥଳଭାଗ ଛୁଇଁବା ପରେ ପୁଣି ସମୁଦ୍ରକୁ ଯାଇପାରେ ବାତ୍ୟା। ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା ଥିବା ଏସଆରସି ପ୍ରଦୀପ ଜେନା…

ଓଡ଼ିଶା ଉପରେ ପଡିବ ବାତ୍ୟାର ସିଧାସଳଖ ପ୍ରଭାବ: JTWC

ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟା ଜଓ୍ଵାଦ୍‌ କେଉଁଠି ଲ୍ୟାଣ୍ଡଫଲ କରିବ, ତାରି ଉପରେ ନଜର । ଭାରତୀୟ ପାଣିପାଗ ବିଭାଗ IMD ଏପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ନେଇ କୌଣସି ସୂଚନା ଦେଇନାହିଁ । ହେଲେ ବିଭିନ୍ନ ପାଣିପାଗ ମଡେଲ ଲ୍ୟାଣ୍ଡଫଲ ନେଇ ଭିନ୍ନ ଭିନ୍ନ ଦର୍ଶାଇଛନ୍ତି । ଅନ୍ୟପଟେ ଆମେରିକାର ଜଏଣ୍ଟ…