Browsing Tag

cyclone landfall

ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା, ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ନେବ ରୂପ

ଭୁବନେଶ୍ୱର : ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ । ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୋର ସାଢ଼େ ୩ଟା ସମୟରେ ସ୍ଥଳଭାଗ ଅତିକ୍ରମ କରିଥିଲା…

କାହାକୁ ଦୁଃଖ ତ’ ଆଉ କାହାକୁ ଖୁସି ଦେଇଗଲା ‘ଦାନା’, ବାତ୍ୟା ସମୟରେ ଜନ୍ମନେଲେ ୧୬୦୦ ନବଜାତ ଶିଶୁ

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା 'ଦାନା '।  ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେର୍ଚ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି । କିନ୍ତୁ ବାତ୍ୟା ଲ୍ୟାଣ୍ଡଫଲ କରିବା ପୂର୍ବରୁ ଏକ ତଥ୍ୟ ସାମ୍ନାକୁ…

ଭିତରକନିକାର ହବାଳିଖଟିରେ ଲ୍ୟାଣ୍ଡଫଲ କଲା ‘ଦାନା’, ଆଉ ୨ ଘଣ୍ଟା ରହିବ ବାତ୍ୟାର ପ୍ରକୋପ

ଭୁବନେଶ୍ୱର : ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କଲା ଦାନା । ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ଓ ଧାମରା ନିକଟ ଦେଇ ସ୍ଥଳ ଭାଗ ଅତିକ୍ରମ କଲା ବାତ୍ୟା ଦାନା । ରାତି ୧ .୩୦ ମିନିଟରୁ ଭୋର ୩. ୩୦ ମିନିଟ୍ ମଧ୍ୟରେ ବାତ୍ୟାର ମଧ୍ୟ…

ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା, ପଶ୍ଚିମ ଓ ପଶ୍ଚିମ-ଦକ୍ଷିଣ ଆଡ଼କୁ ଗତି କରିବା ଅନୁମାନ

ଭୁବନେଶ୍ୱର : ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା । ସ୍ଥଳଭାଗ ଛୁଇଁବା ପରେ ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା । ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼କୁ ସାମାନ୍ୟ ଗତି କରିବା ଅନୁମାନ କରାଯାଉଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆଭ୍ୟନ୍ତରୀଣ ଓ…

ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ, ୫ ଘଣ୍ଟା ଧରି ଜାରି ରହିବ ପ୍ରକୋପ

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି । ‘ଦାନା’ର ପ୍ରଭାବରେ ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ…

ଲ୍ୟାଣ୍ଡଫଲ୍‌ ପୂର୍ବରୁ ଧାମରା ଓ ଭିତରକନିକାରେ ପ୍ରଭାବ, ଝିପିଝିପି ବର୍ଷା ସହ ପବନର ବେଗ ବଢ଼ୁଛି

ଭୁବନେଶ୍ୱର : ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’ । କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଗକୁ ବଢ଼ୁଛି । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ମାଡ଼ି…

ବାତ୍ୟା ଦାନାକୁ ନେଇ ଆସିଲା ଅପଡେଟ୍ : ଭିତରକନିକାରୁ ଧାମରା ଭିତରେ କରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର: ଭିତରକନିକା ଓ ଧମରା ନିକଟରେ ଲ୍ୟାଣ୍ଡଫଲ । ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ସ୍ଥଳ ଚିହ୍ନଟ ହେଲା । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ।  ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ ।  ସ୍ଥଳ ବିଶେଷରେ ପବନର ବେଗ ୧୨୦…

ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ଭୀଷଣ ବାତ୍ୟା ମିଗଜୋମ, ଆଉ କିଛି ଘଣ୍ଟାରେ ଛୁଇଁବ ଆନ୍ଧ୍ର ଉପକୂଳ

ନୂଆଦିଲ୍ଲୀ : ଉଗ୍ର ରୂପ ଧାରଣ କରି ସ୍ଥଳଭାଗକୁ ମାଡ଼ି ଆସୁଛି ସାଇକ୍ଲୋନ୍ । ଆନ୍ଧ୍ର ଉପକୂଳକୁ ଆଜି ହିଟ୍ କରିବ ମିଗଜୋମ୍ । ସମୟ ପାଖେଇବା ସହ ପ୍ରଭାବ ଦେଖାଇଲାଣି ବାତ୍ୟା । ସ୍ଥଳଭାଗକୁ ଯେତିକି ପାଖଉଛି ସେତିକି ଭୟଙ୍କର ହେଉଛି ସାଇକ୍ଲୋନ୍ । ଏବେ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଦକ୍ଷିଣ ପଶ୍ଚିମ…