ଫକୀର ମୋହନ ବିଶ୍ୱଦ୍ୟାଳୟର ୨୪ ତମ ପ୍ରତିଷ୍ଠା ଦିବସରେ ସାଇକ୍ଲୋନ ମ୍ୟାନ୍ ସମ୍ମାନିତ
ବାଲେଶ୍ବର(କେନ୍ୟୁଜ୍): ସାଇକ୍ଲୋନ ମ୍ୟାନ୍ ସମ୍ମାନିତ । ବାଲେଶ୍ୱରର ଫକୀର ମୋହନ ବିଶ୍ୱଦ୍ୟାଳୟର ୨୪ ତମ ପ୍ରତିଷ୍ଠା ଦିବସରେ ଆଇଏମଡି ଡିଜି ଡ. ମୃତୁଞ୍ଜୟ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି । ବିଶ୍ୱବିଦ୍ୟାଳୟ ତରଫରୁ ଡ. ମୃତୁଞ୍ଜୟ ମହାପାତ୍ରଙ୍କୁ ବ୍ୟାସ ଗୌରବ ସମ୍ମାନ -୨୦୨୨ ରେ…