ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଫାଇଲିନକୁ ପୂରିଲା ୮ ବର୍ଷ, ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲା ଓଡ଼ିଶା
ଭୁବନେଶ୍ବର(କେନ୍ଯୁଜ୍): ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଫାଇଲିନ। ୧୯୯୯ ମହାବାତ୍ୟା ପରେ ସବୁଠାରୁ ବଡ଼ ବାତ୍ୟାର ସମ୍ମୁଖିନ ହୋଇଥିଲା ଓଡ଼ିଶା। ୨୦୧୩ ଅକ୍ଟୋବର ମାସର ୧୨ ତାରିଖରେ ସ୍ଥଳଭାଗ ଛୁଇଁଥିଲା ଏହି ଭୟଙ୍କର ବାତ୍ୟା। ଲ୍ୟାଣ୍ଡଫଲ ସ୍ଥାନ ଥିଲା ଗଞ୍ଜାମ ଜିଲ୍ଲାର ଗୋପାଳପୁର। ବର୍ଷାପବନରେ…