Browsing Tag

cyclone vayu

ପୁଣି ଗୁଜରାଟ ଉପକୂଳ ମୁହାଁ ହୋଇପାରେ ବାତ୍ୟା’ବାୟୁ’ ! ୧୭ ରୁ ୧୮ ମଧ୍ୟରେ କଚ୍ଛ ଉପକୂଳରେ ଛୁଇଁପାରେ…

ବାତ୍ୟା ବାୟୁକୁ ନେଇ ପୁଣି ଚର୍ଚ୍ଚା । ଏଯାଏଁ ଟଳିନାହିଁ ବାତ୍ୟା 'ବାୟୁ'। ଏବେ 'ବାୟୁ' ପୁଣି ଗୁଜରାଟ ଉପରେ ହିଁ ମାଡ ହୋଇପାରେ ବୋଲି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟର ଜଣେ ବରିଷ୍ଠ କର୍ମଚାରୀ ସୂଚନା ଦେଇଛନ୍ତି । ଆସନ୍ତାକାଲି ବାତ୍ୟା କଚ୍ଛ ଉପକୂଳ ଆଡକୁ ମୁହାଁଇପାରେ ଏବଂ ୧୭ ରୁ ୧୮…

ବାଟ ବଦଳାଇଲା ସାମୁଦ୍ରିକ ବାତ୍ୟା ‘ବାୟୁ’ : ଗୁଜରାଟରେ ଲ୍ୟାଣ୍ଡ୍‌ଫଲ୍‌ ନକରି ବେରାବଲ୍‌,ପୋରବନ୍ଦର ଓ ଦ୍ୱାରକା ପାଖ…

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସାମୁଦ୍ରିକ ବାତ୍ୟା ‘ବାୟୁ’ ଗୁଜରାଟରେ ଲ୍ୟାଣ୍ଡ୍‌ଫଲ୍‌ କରିବ ନାହିଁ । ଏହା ବେରାବଲ୍‌, ପୋରବନ୍ଦର, ଦ୍ୱାରକା ପାଖ ଦେଇ ଏହା ଜଳପଥରେ ଅତିକ୍ରମ କରିବ। କିନ୍ତୁ ଏହାର ବିଶେଷ ପ୍ରଭାବ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳ…

ଗୁଜରାଟ ଉପକୂଳକୁ ପାଖେଇ ଆସୁଛି ବାତ୍ୟା ‘ବାୟୁ’, ଆଜି ଅପରାହ୍ନରେ କରିବ ଲ୍ୟାଣ୍ଡଫଲ୍‌

ଗୁଜରାଟ: ଗୁଜରାଟ ଉପକୂଳକୁ ପାଖଉଛି ବାତ୍ୟା ବାୟୁ । ଆଜି ଅପରାହ୍ନରେ ଲ୍ୟାଣ୍ଡଫଲ୍‌ କରିବ ବାୟୁ । ଗୁଜରାଟରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିବ । ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟାଇବ । ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ପବନର ବେଗ…

ଗୁଜରାଟକୁ ମାଡି ଆସୁଛି ବାୟୁ, ଫନିର ସଫଳ ମୁକାବିଲା କରିଥିବା ଓଡ଼ିଶାର ପରାମର୍ଶ ଲୋଡ଼ିଲେ ଗୁଜରାଟ ସରକାର

ଗୁଜରାଟ : ଗୁଜରାଟରେ ବାୟୁର ପ୍ରଭାବ ଆରମ୍ଭ ହୋଇ ସାରିଲାଣି। ବଢି ସାରିଲାଣି ପବନର ବେଗ। ରାତି ୧୨ଟାରୁ ଆହୁରି ବଢିବ। ସକାଳେ ପୋରବନ୍ଦର ଓ ମହୁଆ ମଧ୍ୟ ଦେଇ ଅତିକ୍ରମ କରିବ ଭେରି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବାୟୁ । ଲ୍ୟାଣ୍ଡଫଲ୍‌ ବେଳେ ଘଣ୍ଟାପ୍ରତି ୧୪୫ରୁ ୧୫୫ କିଲୋମିଟର ବେଗରେ ପବନ…

ଗୁଜରାଟ ମୁହାଁ ବାତ୍ୟା ‘ବାୟୁ’, ପୋରବନ୍ଦର ଓ ମହୁଆ ଦେଇ କରିବ ଅତିକ୍ରମ

ଗୁଜରାଟ ମୁହାଁ ବାତ୍ୟା ‘ବାୟୁ’ । ଗୁଜରାଟର ପୋରବନ୍ଦର ଓ ମହୁଆ ଦେଇ ଅତିକ୍ରମ କରିବ । ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେବ । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୩୫ କିମି ରହିପାରେ । ଗୁରୁବାର ଗୁଜୁରାଟ ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି । ତେବେ ଓଡ଼ିଶା ପ୍ରତି କୌଣସି ବିପଦ…