Browsing Tag

cyclone yaas

ୟସ ବାତ୍ୟାରେ ରାଜ୍ୟର କ୍ଷତି ହୋଇଛି ୬୧୦ କୋଟି ଟଙ୍କାର ସମ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ): ୟସ ବାତ୍ୟାରେ ରାଜ୍ୟର ୬୧୦ କୋଟି ଟଙ୍କାର କ୍ଷତି ହୋଇଛି। ଆଜି ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ବାତ୍ୟା ପରିଚାଳନା ସମ୍ପର୍କିତ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଡକ୍ୟୁମେଣ୍ଟସନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ…

ବାତ୍ୟା ୟସ୍ ଓପାଡିଲା ୩ଶହ ବର୍ଷର ପୁରୁଣା ଗଛ, ମତୋ ରୁ ଘଣ୍ଟେଶ୍ବର ରାସ୍ତା ଅବରୋଧ

ଚାନ୍ଦବାଲି: ବାତ୍ୟା ୟସ୍ ଓପାଡିଲା ୩ଶହ ବର୍ଷର ପୁରୁଣା ଗଛ । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ମତୋ ପରମାନନ୍ଦପୁର ଠାରେ ଏକ ପୁରୁଣା ଗଛ ଭାଙ୍ଗି ପାଖରେ ଥିବା ଏକ ଗୁହାଳକୁ ଭାଙ୍ଗିବା ସହ ଶ୍ରୀଧର ରଥଙ୍କ ପକ୍କା ଘର ଉପରେ ପଡିଛି । ଯାହାଫଳରେ ତାଙ୍କ ପକ୍କା ଘରର ଛାତର ବାଉଣ୍ଡ୍ରୀ ଭାଙ୍ଗିଯାଇଛି ।…

ମୁଖ୍ୟମନ୍ତ୍ରୀ କଲେ ଏରିଏଲ୍‌ ସର୍ଭେ, ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଏରିଏଲ୍‌ ସର୍ଭେ। ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି ୟସ୍‌। ବାତ୍ୟା ପ୍ରଭାବିତ…

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା, କହିଲେ ରାଜ୍ୟରେ ବାତ୍ୟା ପରେ ନାହିଁ ବନ୍ୟା…

ଭୁବନେଶ୍ବର: ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ।  କିନ୍ତୁ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁର ନିକଟରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ୩୮.୩୬ ମିଟର ସହ ବିପଦ ସଙ୍କେତ ଉପରେ ରହିଛି। ଆଗକୁ ୪୦.୮୫ ମିଟରରେ ଜଳ ପ୍ରବାହିତ ହେବ। ବୁଢାବଳଙ୍ଗ…

‘ୟସ’ ପରର ପ୍ରଭାବ: ଶୋଇଥିବା ସମୟରେ ଭୁଶୁଡିଲା କାନ୍ଥ ସହିତ ଘରର ଛାତ, ଅଳ୍ପକେ ବର୍ତ୍ତିଲେ ପରିବାର ୪ ଜଣ

କରଞ୍ଜିଆ: 'ୟସ' ଗଲା ପରର ପ୍ରଭାବ। ଭୁଶୁଡି ପଡିଲା ଘରର କାନ୍ଥ ସହ ଛାତ। ଅଳ୍ପକେ ବର୍ତ୍ତିଲେ ପରିବାର ୪ ଜଣ। ସୂଚନା ଅନୁଯାୟୀ, ଘରେ ଶୋଇଥିବା ସମୟରେ ଭୁଶୁଡିଲା କାନ୍ଥ ଓ ଛାତ। ଯଶୀପୁର ଥାନା ମହାର୍ଦ୍ଦାପଳସା ଢ଼ିପା ସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ମେନା ହୋ ଓ ତାଙ୍କ ସ୍ତ୍ରୀ ସହ ଦୁଇ…

ଚାଲିଗଲା ୟସ୍‌ ହେଲେ ଉତ୍ତର ଓଡ଼ିଶାରେ ଛାଡିଯାଇଛି ପ୍ରକୋପ: କେଉଁଠି ଭାଙ୍ଗିଛି ତ ଆଉ କେଉଁଠି ଉପାଡିଛି

କରଞ୍ଜିଆ: ୟସ୍‌ ଚାଲିଗଲା। ହେଲେ ଉତ୍ତର ଓଡ଼ିଶାରେ ଛାଡିଯାଇଛି ପ୍ରକୋପ। କେଉଁଠି ଭାଙ୍ଗିଲା ତ ଆଉ କେଉଁଠି ଉପାଡିଲା। ବର୍ଷା କମିବା ପରେ ମୟୂରଭଞ୍ଜ ବୁଢାବଳଙ୍ଗ ନଦୀରେ କମୁଛି ଜଳସ୍ତର। କିନ୍ତୁ ଭଣ୍ଡନ, କଣ୍ଟାଖଇରି, ଦେଓ ନଦୀର ଜଳସ୍ତର ବଢୁଛି । ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା ଯୋଗୁ ଏହି…

ଆଖଣ୍ଡଳମଣୀଙ୍କ ଗର୍ଭ ଗୃହରେ ପଶିଲା ପାଣି, ସମୁଦ୍ର ଜୁଆରିଆ ଥିବାରୁ ହୋଇପାରୁନାହିଁ ନିଷ୍କାସନ

ଚାନ୍ଦବାଲି: ଆଖଣ୍ଡଳମଣୀଙ୍କ ଗର୍ଭ ଗୃହରେ ପଶିଲା ପାଣି। ଲଗାଣ ବର୍ଷାରେ ବୈତରଣୀ ନଦୀ ଫୁଲି ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠରେ ଥିବା ଶିବଗଙ୍ଗା ପୁଷ୍କରଣୀରେ ପାଣି ପଶିଛି। ବାବା ଆଖଣ୍ଡଳମଣୀଙ୍କ ବିଗ୍ରହ ଚାରିପଟେ ପାଣି ଜମି ରହିଛି। ସମୁଦ୍ର ଜୁଆରିଆ ଥିବାରୁ ପାଣି ନିଷ୍କାସନ…

ପାଣି ଘେରରେ ଥିବା ୮ଟି ପରିବାରର ୪୦ ଲୋକଙ୍କୁ ଉଦ୍ଧାର କଲା ଯଶୀପୁର ପୋଲିସ୍

ମୟୂରଭଞ୍ଜ: ବାତ୍ୟା ୟସ ପ୍ରଭାବରେ ପାଣି ଘେରରେ ଥିବା ୪୦ ଲୋକଙ୍କୁ ଉଦ୍ଧାର କଲା ପୋଲିସ। ମୟୂରଭଞ୍ଜ ଜିଲ୍ଲାର ଅନୁକୂଳପୁର ଗାଁର ୮ଟି ପରିବାର ଜଳମଗ୍ନ ହୋଇଥିଲା। ଖବର ପାଇ ଯଶୀପୁର ପୋଲିସ ପରିବାରରେ ଥିବା ୪୦ଜଣଙ୍କୁ ଉଦ୍ଧାର କରିଛି। ଜଣେ ପାରାଲିସିସ ପୀଡ଼ିତଙ୍କୁ ଅଗ୍ନିଶମ ବାହିନୀ…

ଶେଷ ହୋଇଛି ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା,ଆସନ୍ତା ୧୨ଘଣ୍ଟା ମୟୁରଭଞ୍ଜ ଓ ନୀଳଗିରି ସବ୍‌ଡିଭିଜନ ପାଇଁ ବେଶ୍‌…

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ‘ୟସ’ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ବାହାନାଗା, ବାଲେଶ୍ୱର ସଦର ଓ ରେମୁଣା ଦେଇ ବାତ୍ୟା ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ୧୪୦ରୁ ୧୪୫ କିଲୋମିଟର ରହିଥିଲା। ଆସନ୍ତା ୧୨ଘଣ୍ଟା ମୟୁରଭଞ୍ଜ ଓ ନୀଳଗିରି ସବ୍‌ଡିଭିଜନ ପାଇଁ ବେଶ୍‌…

ବାତ୍ୟା ୟସକୁ ଦୃଷ୍ଟିରେ ରଖି ଗାଡି ଚଳାଚଳ କଟକଣାକୁ ଆଉ ଏକ ଘଣ୍ଟା ବୃଦ୍ଧି କଲା ପ୍ରଶାସନ, ଚଣ୍ଡିଖୋଲ ଛକରେ ଅଟକି ରହିଛି…

ଯାଜପୁର: ଗାଡି ଚଳାଚଳ କଟକଣାକୁ ଆଉ ଏକ ଘଂଟା ବଢ଼ାଇଲା ଜିଲ୍ଲା ପ୍ରଶାସନ। ବାତ୍ୟା ୟସକୁ ଦୃଷ୍ଟିରେ ରଖି ଗତକାଲି ରାତି ୧୨ଟା ଠାରୁ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ଉପରେ କଟକଣା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ତେବେ ବାତ୍ୟାର ପ୍ରଭାବ ଥିବାରୁ ଏହାକୁ ଆଉ ଏକ ଘଣ୍ଟା ଅର୍ଥାତ ଦିନ…

ବିପଦ ଭିତରେ କେନ୍ଦ୍ରାପଡା ଜିଲ୍ଲାର ତଳିଆ ଅଞ୍ଚଳ, ହଜାର ହଜାର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ

ଆଳି: ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ୩୪ ପଞ୍ଚାୟତ ସମେତ ନଦୀ ତଟବର୍ତ୍ତୀ ଗ୍ରାମମାନଙ୍କରେ ଆତଙ୍କିତ ଅବସ୍ଥା ଲାଗିରହିଛି। ଗତକାଲି ଠାରୁ ଅନବରତ ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳୁ ତୁହାକୁତୁହା ପବନ ଲାଗିରହିଛି। ଅପରପକ୍ଷରେ ତଳିଆ ଅଞ୍ଚଳ ମାନଙ୍କରେ…