Browsing Tag

cyclone yaas in odisha

ଚାଲିଗଲା ୟସ୍‌ ହେଲେ ଉତ୍ତର ଓଡ଼ିଶାରେ ଛାଡିଯାଇଛି ପ୍ରକୋପ: କେଉଁଠି ଭାଙ୍ଗିଛି ତ ଆଉ କେଉଁଠି ଉପାଡିଛି

କରଞ୍ଜିଆ: ୟସ୍‌ ଚାଲିଗଲା। ହେଲେ ଉତ୍ତର ଓଡ଼ିଶାରେ ଛାଡିଯାଇଛି ପ୍ରକୋପ। କେଉଁଠି ଭାଙ୍ଗିଲା ତ ଆଉ କେଉଁଠି ଉପାଡିଲା। ବର୍ଷା କମିବା ପରେ ମୟୂରଭଞ୍ଜ ବୁଢାବଳଙ୍ଗ ନଦୀରେ କମୁଛି ଜଳସ୍ତର। କିନ୍ତୁ ଭଣ୍ଡନ, କଣ୍ଟାଖଇରି, ଦେଓ ନଦୀର ଜଳସ୍ତର ବଢୁଛି । ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା ଯୋଗୁ ଏହି…

ପାଣି ଘେରରେ ଥିବା ୮ଟି ପରିବାରର ୪୦ ଲୋକଙ୍କୁ ଉଦ୍ଧାର କଲା ଯଶୀପୁର ପୋଲିସ୍

ମୟୂରଭଞ୍ଜ: ବାତ୍ୟା ୟସ ପ୍ରଭାବରେ ପାଣି ଘେରରେ ଥିବା ୪୦ ଲୋକଙ୍କୁ ଉଦ୍ଧାର କଲା ପୋଲିସ। ମୟୂରଭଞ୍ଜ ଜିଲ୍ଲାର ଅନୁକୂଳପୁର ଗାଁର ୮ଟି ପରିବାର ଜଳମଗ୍ନ ହୋଇଥିଲା। ଖବର ପାଇ ଯଶୀପୁର ପୋଲିସ ପରିବାରରେ ଥିବା ୪୦ଜଣଙ୍କୁ ଉଦ୍ଧାର କରିଛି। ଜଣେ ପାରାଲିସିସ ପୀଡ଼ିତଙ୍କୁ ଅଗ୍ନିଶମ ବାହିନୀ…

ବାତ୍ୟା ୟସକୁ ଦୃଷ୍ଟିରେ ରଖି ଗାଡି ଚଳାଚଳ କଟକଣାକୁ ଆଉ ଏକ ଘଣ୍ଟା ବୃଦ୍ଧି କଲା ପ୍ରଶାସନ, ଚଣ୍ଡିଖୋଲ ଛକରେ ଅଟକି ରହିଛି…

ଯାଜପୁର: ଗାଡି ଚଳାଚଳ କଟକଣାକୁ ଆଉ ଏକ ଘଂଟା ବଢ଼ାଇଲା ଜିଲ୍ଲା ପ୍ରଶାସନ। ବାତ୍ୟା ୟସକୁ ଦୃଷ୍ଟିରେ ରଖି ଗତକାଲି ରାତି ୧୨ଟା ଠାରୁ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ଉପରେ କଟକଣା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ତେବେ ବାତ୍ୟାର ପ୍ରଭାବ ଥିବାରୁ ଏହାକୁ ଆଉ ଏକ ଘଣ୍ଟା ଅର୍ଥାତ ଦିନ…

ଭଦ୍ରକରେ ‘ୟସ୍’ର ପ୍ରଭାବ, ପବନରେ ଓଲଟିଲାରୁ ଅଳ୍ପକେ ବର୍ତ୍ତିଲା ବୋଲେରୋ

ଭଦ୍ରକ: ବାତ୍ୟା ‘ୟସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଏହାର ‘ୟାସ୍’ର ପ୍ରଭାବ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଜୋରରେ ପବନ ବୋହୁଛି । ପବନରେ ଓଲଟିଲାରୁ ଅଳ୍ପକେ ବର୍ତ୍ତିଯାଇଛି ବୋଲେରୋ ଗାଡି । ଭଦ୍ରକ ପୌରପାଳିକା ୧୮ନମ୍ବର ୱାର୍ଡରେ…

‘ୟସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ଧାମରାଠୁ ଦୂରେଇ ବାଲେଶ୍ୱର ମୁହାଁ ବାତ୍ୟା

ଭୁବନେଶ୍ବର: ବାତ୍ୟା ‘ୟସ’ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ। ଘଣ୍ଟାକୁ ୧୫ କିମି ବେଗରେ ଆଗଉଛି ବାତ୍ୟା, ଲ୍ୟାଣ୍ଡଫଲ୍‌ ନେଇ IMD ପକ୍ଷରୁ ସୂଚନା। ଧାମରାଠୁ ଦୂରେଇ ବାଲେଶ୍ୱର ମୁହାଁ ବାତ୍ୟା। ୩ ରୁ ୪ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ତେବେ ଆଜି ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ…

ବାଲେଶ୍ଵର ରେଲୱେ କଲୋନୀରେ ଅଘଟଣ: ବାତ୍ୟା ୟସ୍ ପ୍ରଭାବରେ ଗଛ ଭାଙ୍ଗି ୨୦ ବର୍ଷର ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ଵର :  ଅତି ଭୀଷଣ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟସ୍। ବାଲେଶ୍ଵରରେ ପ୍ରକୋପ ଧିରେ ଧିରେ ବଢିବାକୁ ଲାଗିଲାଣି। ଯାହାର କରାଳ ରୂପ ବାଲେଶ୍ଵର ରେଲୱେ କଲୋନୀରେ ଦେଖିବାକୁ ମିଳିଛି। ବାତ୍ୟା ୟସ୍ ପ୍ରଭାବରେ ରେଲୱେ କଲୋନୀ ନିକଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ଉପରେ ଗଛ ଭାଙ୍ଗି ପଡ଼ିଛି।…

ଆଜି ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟସ୍‌’: ୯ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

କେନ୍ଯୁଜ୍: ଆଜି ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟସ୍‌’। ବାସୁଦେବପୁର -ବାହାନଗା ମଧ୍ୟ ଦେଇ ଅତିକ୍ରମ କରିବ। ୯ଟାରୁ ଆରମ୍ଭ ହେବ ‘ୟସ୍‌’ର ଲ୍ୟାଣ୍ଡଫଲ ପ୍ରକ୍ରିୟା। ଦିନ ୩ଟା ପର୍ଯ୍ୟନ୍ତ ଜାରି ରହିବ ପ୍ରକ୍ରିୟା। ୧୧ଟାରୁ ଦିନ ୧ଟା ମଧ୍ୟରେ କେନ୍ଦ୍ରବିନ୍ଦୁ ଉପକୂଳ ଅତିକ୍ରମ କରିବ।…