Browsing Tag

cyclone

ଆଜି ବାତ୍ୟା ରୂପ ନେବ ଗଭୀର ଅବପାତ, ଏହାର ପ୍ରଭାବରେ ଓଡ଼ିଶାରେ ହାଲୁକା ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଜି ବାତ୍ୟା ରୂପ ନେବ ଗଭୀର ଅବପାତ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ ବଢୁଛି ଡିପ୍ ଡିପ୍ରେସନ୍ । ଆଜି ବାତ୍ୟା ସୃଷ୍ଟି ହେବା ପରେ ଏହା ବାଂଲାଦେଶ ଉପକୂଳ ମୁହାଁଇବ । ୧୮ ତାରିଖ ସକାଳେ ବାଂଲାଦେଶ ଉପକୂଳର ମୋଙ୍ଗଲା ଓ ଖେପୁପରା…

କାଲି ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ, ଓଡ଼ିଶା ଉପରେ ନାହିଁ ପ୍ରଭାବ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଗଭୀର ଅବପାତ ଅଧିକ ଘନୀଭୂତ ହୋଇ କାଲି ସାମୁଦ୍ରିକ ଝଡ଼ରେ ପରିଣତ ହେବା ସମ୍ଭାବନା ରହିଛି । ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

ବଙ୍ଗୋପସାଗରରେ ସୃଷ୍ଚି ହେଲା ବାତ୍ୟା ହାମୁନ୍, ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଚି ହେଲା ବାତ୍ୟା ହାମୁନ୍ । ଗଭୀର ଅବପାତ ଆଜି ସାଇକ୍ଲୋନ୍ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । ହାମୁନ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ବାତ୍ୟା ମୁହାଁଇବ ବାଂଲାଦେଶ । ଏହା ବର୍ତ୍ତମାନ…

ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ବାତ୍ୟା ରୂପ: ସ୍କାଏମେଟ୍

(କେନ୍ୟୁଜ): ବଙ୍ଗୋପସାଗରରେ ଲଘୁଚାପ । ଅକ୍ଟୋବର ୨୨ରେ ଘନୀଭୂତ ହୋଇ ଅବପାତ ହେବା ସମ୍ଭାବନା । ଅକ୍ଟୋବର ୨୩ରେ ଗଭୀର ଅବପାତ । ଏହାପରେ ୨୪-୨୫ ତାରିଖରେ ବାତ୍ୟା ରୂପ ନେଇପାରେ । ଏନେଇ ଆକଳନ କରିଛି ସ୍କାଏମେଟ୍। ହେଲେ ବାତ୍ୟା ନେଇ IMD କୌଣସି ଆକଳନ କରିନାହିଁ । ଯଦି ବଙ୍ଗୋପସାଗରରେ ବାତ୍ୟା…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୩ରେ ଅବପାତ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିବର୍ତ୍ତନ ହୋଇଛି। ଏହା ଏବେ ଦକ୍ଷିଣ-ପଶ୍ଚିମ ଓ ତତସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବସ୍ଥିତ ଅଛି। ୨୩ ତାରିଖ ବେଳକୁ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ । ଏପଟେ ଦକ୍ଷିଣପୂର୍ବ ଆରବ…

ସାଇକ୍ଲୋନ୍ ନେଇ କୌଣସି ପୂର୍ବାନୁମାନ କରାଯାଇନି, ଗୁଜବ ଉପରେ ବିଶ୍ବାସ ନକରିବାକୁ ଆଇଏମଡି ଡିଜିଙ୍କ ପରାମର୍ଶ

କେନ୍ୟୁଜ୍(ବ୍ୟୁରୋ): ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ସୂଚନା ନାହିଁ । ସାଇକ୍ଲୋନ୍ ନେଇ କୌଣସି ପୂର୍ବାନୁମାନ କରାଯାଇନି । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ବାତ୍ୟା ନେଇ ଏଯାଏ କୌଣସି ସୂଚନା ଦିଆଯାଇ…

ଅକ୍ଟୋବରରେ ବାତ୍ୟା ଭୟ, ବିଭିନ୍ନ ମଡେଲରଙ୍କ ଆକଳନକୁ ନେଇ ବଢୁଛି ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ଅକ୍ଟୋବର ପ୍ରଥମ ସପ୍ତାହରେ ଆସିବ କି ବାତ୍ୟା ? ବଙ୍ଗୋପସାଗରରେ ଦାନା ବାନ୍ଧିବ କି ସାଇକ୍ଲୋନ ? ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ । ଏଭଳି ଆକଳନ କରିଛନ୍ତି ଅନ୍ତର୍ଜାତୀୟ ସଂସ୍ଥା ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ।…

ବ୍ରାଜିଲରେ ବାତ୍ୟା ଓ ବନ୍ୟା, ୨୧ ମୃତ

ବ୍ରାଜିଲରେ ବାତ୍ୟା ଯୋଗୁଁ ୨୧ ଜଣ ମୃତ୍ୟୁବରଣ କରିଥିବା ବେଳେ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ବାତ୍ୟାରେ ମୃତକଙ୍କ ସଂଖ୍ୟା ବଢିପାରେ । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ମୁକୁମ ସହରର ୮୫ ପ୍ରତିଶତ ଭାଗରେ ବନ୍ୟା ଆସିଛି । ଶତାଧିକ ଲୋକ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି । ଖବର…

ମହାବାତ୍ୟା ପରଠାରୁ ଆଜି ସୁଦ୍ଧା ବଜ୍ରାଘାତରେ ୬ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି

କେନ୍ୟୁଜ୍(ବ୍ୟୁରୋ): ଆକାଶରୁ ଖସୁଛି ମୃତ୍ୟୁ। ତୁହାକୁ ତୁହା ବିଜୁଳି ମାଡ଼। ଆଖି ପିଛୁଳାକେ ଲିଭୁଛି ଜୀବନ ଦୀପ। ଛାରଖାର ହେଉଛି ଗୋଟିଏ ଗୋଟିଏ ପରିବାର। ୧୯୯୯ ମହାବାତ୍ୟାରେ ପ୍ରାୟ ୧୦ ହଜାର ଜଣଙ୍କ ମୃତ୍ୟୁ ହୋଇଥିଲା। ମହାବାତ୍ୟା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବଜ୍ରାଘାତରେ ୬ ହଜାରରୁ…

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପରେ ପରିଣତ ହେବ

ଭୁବନେଶ୍ୱର (କେନ୍ୟୁଜ): ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜିଠୁ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।…

ଆସୁଛି ଲଘୁଚାପ : ୩ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ! ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ଲଘୁଚାପ । ୩ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓ ଲଘୁଚାପ…

ଘନଉଛି ଏକାଧିକ ବାତ୍ୟା ! ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଦାନା ବାନ୍ଧୁଛି ୩ଟି ସାଇକ୍ଲୋନ୍

ନୂଆଦିଲ୍ଲୀ : ଘନଉଛି ଏକାଧିକ ବାତ୍ୟା । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଏକାସାଙ୍ଗରେ ୩ଟି ବାତ୍ୟା ଦାନା ବାନ୍ଧୁଛି । ଏନେଇ ଚେତାଇଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ୍ । ସାଓଲା, ହାଇକୁଇ ଏବଂ ଡାମ୍ ରେ ଆଗପଛ ହୋଇ ଏହି ତିନିଟି ଟ୍ରପିକାଲ ସାଇକ୍ଲୋନ୍ ପଶ୍ଚିମ ପ୍ରଶାନ୍ତ…